ଅଭିଶପ୍ତ ସମୟଠୁ କଣ ନ୍ୟାୟ ମିଳିପାରେ!
ସ୍ୱପ୍ନର ସୌରଭ ସବୁ ପାଲଟନ୍ତି ଫୁଲ ଶ୍ରାବଣୀର ସ୍ୱର ହୋଇ ଠିକ୍ ମୋ ପ୍ରିୟା ପରିକା ।
ସିଏ ଜାଣେନା- ଯେଉଁଠୁ କେହି ଫେରିନି ଅଦ୍ୟପି ହାତପାତି ବହୁରୂପୀ ମହାକାଳ ଠିଆ ଜଳରେ-ସ୍ଥଳରେ-ଆକାଶରେ ଦୀର୍ଘାୟିତ ତା'ର ଆଲିଙ୍ଗନୀ ମୁଦ୍ରା ।।
ଯେବେ ତୁମ ମଙ୍ଗଳ ମନାସି ମୁଁ କରେ ଆରାଧନା ଷୋହଳ ଶୃଙ୍ଗାର କରି କରେ ତୁମର ବନ୍ଦାପନା
ଏମିତି କିଏ କ'ଣ କାହାକୁ ଖୋଜେ ନା ଆପଣାର କେହି କେବେ ଏମିତିକା ହଜେ ଯେମିତି ତୁମେ ହଜି ଯାଇଛ କେଉଁଠି ଲୁଚି ଯାଇଛ ?
କଙ୍କଡ଼ା ସୋରେ ବିଦେଶ ଭୂଇଁକୁ ଭାଗ ନେବା ପାଇଁ ଗଲା ଓଡ଼ିଶାର କଙ୍କଡ଼ା
ଭୋକର ଦହନରେ ବିସ୍କୁଟର ଶାନ୍ତ୍ୱନାରେ ଭରସିଯାଏ ଜ୍ୱାଳା କିଛି ପ୍ରାପ୍ତିର ଆଶ୍ୱାସନାରେ ।
ଶେଷ ଟ୍ରେକର ଡ୍ରାଇଭର୍ ଯାଚିଥିଲା ତା' ପାଖର ସିଟ୍ ତା' ଦାଢ଼ି, ଆଖି, ଇସାରାକୁ ଭରସିଲାନି ବାସନ୍ତୀ । ନିଃଶ୍ୱାସ ନେଇ ନେଇ ଗଡ଼ିଗଲା ଶେଷଗାଡ଼ି ।
ବାହା ସରିଗଲେ ବେଦୀ ମୁହଁ ପୋଡ଼ା ନୀତି ଏବେ ନେତା ଛାଡ଼ । ଆପଣା ଶିଙ୍ଗରେ ମାଟି ତାଡୁ ଚଷା ଦୃଢ଼ କର ବନ୍ଧ ବାଡ଼ ।
କାହିଁକି ତଥାପି ଏତେ କଲମେ ବଲମ ତ ଗାଳି ପରି ଗୁଳି ବର୍ଷା ସୂଚୀପତ୍ର ସୂଚନା ଭିତରେ ହଜିଯାଏ ନିଜର ସତ୍ତା ।।
ଆପଣଙ୍କ ମତାମତ