ଛୁଟୁଥିବା ସେ ପ୍ରୀତି ର ଯମୁନା ସକାଳୁ ସକାଳୁ କିଚିରି ମିଚିର କରି
ଛୁଆଟି ତାର ନ ଆସୁ ଖଳଙ୍କ ନଜରେ ମା ବାରିଦିଏ ଛୋଟ କଳାଟିପା ଦେଇ ତାର ନାଲି ଗୁଲୁଗଲୁ ଗାଲରେ କଳାଜାଇଟେ ବି ବାରି ରହିଥାଏ ସହଜେ ନଜର
ପ୍ରୀୟସୀ ମୋ ଯାଇଥିଲା ଆସି ଅଧା ଲେଖା କବିତାଟିକୁ ଶୁଣିଲା ପରେ ମୋ ଉପରେ ଦେଇଥିଲା ହସି
ଝରିପଡୁ ତାଙ୍କଠୁ କିଛି ରଙ୍ଗ କଳା ଯେତେ ଝରିଲେ ବି ସେ କଳା ରଙ୍ଗ
ପାରିଜାତ ଦେଖି ଲୋଭ ବଢିଲା ତାଙ୍କର ସେହି ସ୍ଥାନେ ଯିବା ପାଇଁ ପକ୍ଷୀରାଜ କୁ ଦେଲେ ସେ ଆଦେଶ
ରଜବତୀ ହେଲେ ମା ବସୁମତୀ ବୋହୂ ଭାବୁଥାଏ କେମିତି କାଟିବ ପହିଲି ରଜ ରାତି
ହୃଦୟଟି ତାର ହୋଇପାରେ ଖାଦ୍ୟକୁ ମୁସମୁସ୍ କରିବା ପାଇଁ ଦିଆଯାଉଥିବା ଘିଅ ଓ ଜୁଆଣିର ଖାସ୍ତା
ପିନ୍ଧିଥିଲା ନୀଳ ଶାଢି, ଥିଲା ନାଲି ତା ଓଢଣୀ ଦେଇଥିଲା କେଉଁ ତନ୍ତୀ ତାକୁ ବୁଣି
ଆପଣଙ୍କ ମତାମତ