କବିତା

ନଉକା ନାୟିକା

ନଉକା ନାୟିକା ହେଲେ ସବୁ ହେବ ଛାରଖାର
ନଉକା ନାୟିକା ହେଲେ ନାଉରିଆ ହାରିବ

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ମଙ୍ଗଳ ଭଗବାନ ସେ ଅମଙ୍ଗଳ ହାରି
ପାରି କରିବାକୁ ତାଙ୍କୁ ଅମଙ୍ଗ ଯେ ନାଉରୀ
ଶୁଣିଛି ପରା ସେ ପାଷାଣୀ କାହାଣୀ
ପାରି କରିବାକୁ ନାଉରିଆ ଉପରେ ପଡ଼ିଛି
ଭାଳେଣି
ଛୋଟିଆ ସଂସାର ତାର ଆହା କେଡେ ସୁନ୍ଦର
ନଉକା ନାୟିକା ହେଲେ ସବୁ ହେବ ଛାରଖାର
ନଉକା ନାୟିକା ହେଲେ ନାଉରିଆ ହାରିବ
ଜୀବିକା
ପାଦପଦ୍ମ ସ୍ପର୍ଶେ, ନଉକା ନାୟିକା ହେବ ବୋଲି
ନାଉରିଆ ମନେ ପଶିଛି ଛନକା ।।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top