ତତେ ଫୋନ୍ କରିନି, ତୋ ସହିତ ମନଖୋଲି କଥା ହୋଇନି ।
ତୁଣ୍ଡରେ ନ ଥାଏ ସରାଗ କଥା ମୁହଁ ଗରଗର ନାଲିଆ ଲଙ୍କା ।।
କୋଣାର୍କର ରଥ ଚକ୍ରର ଖସଡ଼ାରେ ଖସିବାଟ ନିଶ୍ଚିତ ଯେପରି,
ହେ ପଦୁଲୋଚନ ହେ ଜଗମୋହନ । ଚାରି ଯୁଗ ଠାକୁର ଏ ଭବୁ ପାର କର ।।
ତୁ, ତ ଚିହ୍ନିଥିବୁ ପ୍ରତି ଇଞ୍ଚ ଦେଖିବାଟା କଣ ବାକି ଥାଏ ଚିହ୍ନିବାରୁ ପରା ଆରମ୍ଭ ହୁଏ ଲୋ ଚଉଠି
ମନ ମୁତାବକ ବିଚିତ୍ର ଚିତ୍ର ସିଲଟରେ ଗାର ଟାଣି ଥାନ୍ତା ପ୍ରଗଳ୍ଭ ପରି ।
କେତେଯେ ଅଭିପ୍ସାର ଆହ୍ୱାନେ ଅଭିସାର ରଚି ଗନ୍ତବ୍ୟହୀନ ଅମଡ଼ା ପଥ ଚାଲିବାରେ
ମୁଁ ଜହ୍ନ ପରି ଜର୍ଜରିତ କଇଁର ପ୍ରେମରେ ସଜେଇ ହେଇ ଯିଏ ଅପେକ୍ଷା କରେ ସାରା ରାତି ମୋ ପାଇଁ ବିନା ଇସାରାରେ
ଅର୍ଥ ନୁହେଁ ଶେଷର ପହଞ୍ଚାଣ ଭାଙ୍ଗିଯିବାର ସୂଚନାଙ୍କ !
ଚାଷୀର ବୀରତ୍ଵ ଜାଣ କ୍ଷେତ ଦେଖିକରି ଚାଉଳରୁ ଗୋଡି ପରି ଘାସ ଦିଏ କାଢି ।
ଆପଣଙ୍କ ମତାମତ