ମୋ ଗାଆଁ ର ରାସ୍ତା ଏବେ ଏବେ ପିନ୍ଧିଚି ଫିକା କଳା ରଙ୍ଗର ଶାଢ଼ୀ କୁଞ୍ଚ କରି ଜୋରରେ ଅଣ୍ଟାରେ ଭିଡିକି ପିନ୍ଧିବା ପୂର୍ବରୁ ହଜିଗଲାଣି ତା'ଝିଲି ମିଲି ଧୂସର...
ବିକାକିଣା ସଂସାରରେ କେହିଜଣେ ତା ସ୍ଵପ୍ନକୁ ବି କିଣେ , ତା ଘର କଣେ ମଣିମୁକ୍ତା ଅମୂଲ୍ୟ ରତ୍ନ ଯଦି ଥାଏ - ବଣିକ ତାକୁ ମଧ୍ୟ ଖୋଜିବାକୁ ଚାହେଁ...
ଏକାନ୍ତରେ ବସି ଯେବେ ହିସାବ କରେ ଗତିବିଧି , କେତେ ପାଇ, କେତେ ହାରି, କେତେ ଦେଲି ସମାଧି।
ମୃତ୍ୟୁ କଣ କେବେ ନିରବୀ ପାରେ ଶାଶ୍ୱତ ଓ ଅମର ପ୍ରେମକୁ? ଚିରନ୍ତନ ଯଜୁଲ୍ୟମାନ ଚିନ୍ତାଧାରା କୁ !
ସମ୍ପର୍କକୁ ସିଡିକରି ଚଢୁ ଲୋଭ ଲାଭର ସୁଉଚ୍ଚ ପ୍ରାସାଦ ଜିବ ଗଲାବେଳେ କାହିଁ ମୋକ୍ଷ ଲୋଡୁ ଢୋକି କଣେ ମହାପ୍ରସାଦ? ଦେହ ପାଲିଙ୍କିର ଏ ମେଲଣ ପରେ ବଦଳିବ ତୋ...
ନବ ବଧୂ ବେଶ ସାଜିଅଛି ଆଜି ମରତେ ପୂଜା ମଣ୍ଡପ ମାଁଙ୍କର ପାଦ ପଡିବ ମଣ୍ଡପେ ବାଜୁଛି ଢ଼ୋଳ ବାଇଦ ॥
ଭାଗ୍ୟବତୀ ତୁମେ ଫୁଟିଲ କି ଭାଗ୍ୟରେ ହାର ତୁମ ଶୋଭାପାଏ ଶିବଶମ୍ଭୁ ଗଳାରେ ।
ଲାଜବତୀ ଆଗୋ ମଉନାବତୀ ଜବାଓଠେ ତମ ଚୋରା ସନ୍ଦେଶ
ପଥର ପ୍ରାଣରେ ବି ଖଂଜି ଦେଇଚି ମାଂସ ହାଡ଼ ରକ୍ତର ପ୍ରବାହ, ରଂଗ ଅପରୂପା ଅପ୍ସରିର ନବ ଯୌବନ ଅଂଗ ଉପାସନାରେ ମୁଗ୍ଧ ସହସ୍ର ଶୃଙ୍ଗାର ।
ଆପଣଙ୍କ ମତାମତ