ପେଟ ପୁରିଥାଉ କି ନ ଥାଉ , ପଶୁ ପକ୍ଷୀ ଗଡ଼ିପଡନ୍ତି ଟିକିଏ ଆଶ୍ୱସ୍ତ ହୋଇ ।
ଅଳସ ଭାଙ୍ଗୁଚି ଟୋପେ ନାଲି ଚା’ ।
ଆଗ ପରି ଆଉ ନାହିଁ ବେଶି ଡେରି ହୋଇନାହିଁ । ଆସ ପୁଣି ଥରେ ଗଢ଼ି ତୋଳି ଦେବା ଆଗ ପଛ ଭାବି ନେଇ ।।
ଗୋଧୂଳି ଯାଇ ସଂଜ ହେଲା ରାତି ଲୁଚେଇଦେଲା କୃଷ୍ଣଚୂଡ଼ାର ରଙ୍ଗ ତୁ ଫେରି ନ ଥିଲୁ ମାଡ଼ି ମାଡ଼ି ପଡ଼ୁଥିଲା ସଂଜର ଶୁନ୍ୟତା ତୋ ବାଟକୁ ଅନେଇ ସ୍ଥିର ହେଇଯାଇଥିଲେ...
ସହସା ବଜ୍ରାଘାତ ପ୍ରାୟ ବିକଟାଳ ଗର୍ଜନ କରି ମାଡ଼ି ଆସିଲା ଅଦୃଶ୍ୟ ରକ୍ତ ପିପାସୁ ରାକ୍ଷସ। ଆଖି ପିଛୁଳାକେ ଶୋଷି ଦେଇଗଲା ଶତାଧିକ ଯାତ୍ରୀଙ୍କ ରକ୍ତ ଦଳିଦେଲା ଭାବି ଶୁଖିଲା...
ଆଜିବି ସେମିତି ମୋଡୁଛନ୍ତି ନିଷ, କୁହନ୍ତି ନିଜକୁ ମଣିଷ ହେଲେ ମଣିଷ ପଣିଆ ମାରି ଯାଇଛି। ଅନ୍ୟାୟ ଅନିତି ସବୁ ଦେଖି ତଥାପି ମୁଁ ନୀରବେ ରହିଛି କାରଣ "କହିଲେ...
ତମ ଚାହାଣି ଓ ଜବା ଓଠ ହସ ମୋ ପାଇଁ ଯାତନା ଖାଲି
ଗୀତା ଭାଗବତ ବେଦାନ୍ତ ପୂରାଣ ଆୟୁର୍ବେଦ ଏଠୁ ଜାତ, ଏହିଠାରେ ଜନ୍ମ ମଧୁସୂଦନ, ସୁବାଷ ଚାଣକ୍ୟ ବ୍ୟାସ ସୁଶ୍ରୁତ ।
ଜୟ ଜଗନ୍ନାଥ ଜଗତ ଜୀବନ ଜୟ ଚତୁର୍ଦ୍ଦାମୂରତି, ମାୟା-ସଂସାରରୁ ଉଦ୍ଧରିବ ବାରେ କମଳାଳୟାଙ୍କ ପତି ।
ଏବେ ଋତୁ ଫେରେ, ରଙ୍ଗ ଫେରେ ନାହିଁ , ଅଛି ଋତୁ ହେଲେ, ଛୁଉଁ ନାହିଁ , ଅଛି ରଙ୍ଗ ... ହେଲେ, ଜୁ ନାହିଁ ...!
ଆପଣଙ୍କ ମତାମତ