ଝରକା ଆର ପାଖେ, କଜଳ ପାତିଆ ବାଦଲ ଖଣ୍ଡ ଗୁଡ଼ିକରେ, ଲୁଚକାଳି ଖେଳୁଥିଲେ,
ଅସ୍ପଷ୍ଟ ଅସ୍ପଷ୍ଟ ... ବୁଦ୍ଧଂ ଶରଣଂ ଗଚ୍ଛାମି..ସଙ୍ଘମ୍ ଶରଣଂ...ଧର୍ମଂ....
ମନ ଆକାଶର ଅନେକ ରୂପ କେବେ ଧଳା ପୁଣି କେବେସେ କଳା
ମୋ ମନ ମାନଚିତ୍ରକୁ ବିଭକ୍ତ କରିଦେଲ ଜୀବନରେ ଆସି ବିଷୁବ ରେଖା ପରାୟେ, ଏ ଜୀବନ ଭୂଗୋଳ ପୋଥିରେ ତୁମେ ରହିଅଛ ତୁମ ମୁହଁ ଉଙ୍କିମାରେ ଅକ୍ଷାଂଶରୁ ଦ୍ରାଘିମା ଯାଏ...
ପ୍ରଭୁ ତୁମେ ପାହାଚର ପ୍ରଥମ ସୋପାନ ପ୍ରଭୁ ତୁମେ ପଥିକର ସର୍ବୋଚ୍ଚ ସିଂହାସନ ପ୍ରଭୁ ତୁମେ ପ୍ରଭାତର ସୁନେଲୀ କିରଣ ପୁଣି ତୁମେ ସନ୍ଧ୍ୟାର ସାନିଧ୍ୟ ସମର୍ପଣ ।
ଗୁଣ-ଆଶ୍ରୟେ ଲୀଳାମୟୀ ତୁମେ ଶାଶ୍ୱତ-ସନାତନୀ, ପରିତ୍ରାତା ଶରଣାଗତେ, ଚାମୁଣ୍ଡା, ନାରାୟଣୀ ।
ତୁମେ କହିଥିଲ ଅପେକ୍ଷା କରିବ ନାଟକ ସରିବା ପାଇଁ ନାଟକ ସରିଲା ଜହ୍ନ ଲିଭିଗଲା ତୁମେ ତ ଫେରିଲ ନାହିଁ ।
ଏଇ ସେଇ ଆମ ଇସ୍ପାତ ସହର ରାଉରକେଲା !
କେମିତି କଟିବ ଏକେଲା ଜୀବନ ନୀରବତା ଭରା ଛାଇ , ସାଥୀ ବିନା ଏଇ ନିରୋଳା ରସ୍ତାଟା କରିଦିଏ ମନ ବାଇ.....
ନୀଳ ବର୍ଣ୍ଣର ସେଇ ସୁନ୍ଦର ଆକାଶ ଟି ମୋ ବଖାଣି ଥିବା ଦୁଃଖରେ ରଙ୍ଗ ବଦଳେଇ ସାରିଥିଲା...
ଆପଣଙ୍କ ମତାମତ