ଏବେ ଋତୁ ଫେରେ, ରଙ୍ଗ ଫେରେ ନାହିଁ , ଅଛି ଋତୁ ହେଲେ, ଛୁଉଁ ନାହିଁ , ଅଛି ରଙ୍ଗ ... ହେଲେ, ଜୁ ନାହିଁ ...!
କିଏ କେବେ ହେଇଯାଏ ଆମପାଇଁ ଜୀବନଠୁ ବି ଗୁରୁତ୍ତ୍ୱପୂର୍ଣ୍ଣ ସମ୍ପର୍କିତ ଜଣେ ସମ୍ପର୍କର ମୂଲ୍ୟ ବୁଝିବା ମହତ୍ତ୍ୱପୂର୍ଣ ।
ମନ ଏକ କରିବା ବୋଲି ପରା ଶପଥ ନେଇଛେ ହାତ ଛାଡିବିନି ତୁମର, ଆଗ ତୁମେ, ଦୁନିଆ ମୋ ପାଇଁ ପଛେ ।
ଭରା ବଉଦର ପଣତ ଉଡାଇ, ଆକାଶ ରାଇଜ ତଳେ ଅଭିମାନୀ ବର୍ଷା ପ୍ରିୟ ଅଭିସାରେ ଚଳେ...
ତକିଆଟିର ମୁହଁ ଥିଲେ , ହୁଏତ କହି ପାରିଥାନ୍ତା, କେତେ ରାତି ସିଏ ମୋ ସାଥେ, ଅଜାଣତରେ ଉଜାଗର ରହିଛି,
ପ୍ରେମ କି ଖାଲି ଇନ୍ଦ୍ରିୟ ସମ୍ମୋହନର ଅଭିଳଷିତ ବର୍ଣାଢ୍ୟ ନିର୍ଘଣ୍ଟ?
ପାରୁଛୁ ତୋ ସାଜ "ସ୍ଵୟଂ-ସିଦ୍ଧା" ରଖ ତୋର ଦିବ୍ୟ ପାଦ ସବୁରି ଉର୍ଦ୍ଧରେ
ଚାହିଁ ଦେଖ ଗୋ ସଜନୀ ଆସିଛି ମୁଁ ଦେବଦାସ, କୋଳେ ମୋତେ ନିଅ ସଖୀ ଆଗୋ , ମୋ ପାରୁ, ମୋ ଚନ୍ଦ୍ରା ଚାରୁହାସ .....।
ମରି ଯାଉଛି ପ୍ରେମ, ଆତ୍ମୀୟତା, ବନ୍ଧୁତ୍ବ, ସୌହାର୍ଦ୍ଦ୍ୟର ସ୍ନେହାବୀଳ ଶବ୍ଦ ଆଧୁନିକତାର ବିଶାଳ ଦୁର୍ଗରେ, ସମାଧିସ୍ଥ ହୁଏ ସମ୍ପର୍କର ଅବ୍ଦ ।
ଛାପ ସ୍ପଷ୍ଟ ଦିଶେ- ଜଣେ ସ୍ଵାଧୀନତା ସଂଗ୍ରାମୀର ।
ଆପଣଙ୍କ ମତାମତ