ଯାହାର ପରିଭାଷା ବ୍ୟସ୍ତ ବିବ୍ରତ ସମୟକୁ ଧରି ରଖିବାର ଗୋଟେ ଗୋଟେ ବିଫଳ ପ୍ରୟାସ ଯେଉଁ ଟିକକ ସୁଖ ତାହା ଦୁଃଖର ଯୋଗ ତାଲିକାରେ ପୁଣି ଗୋଟେ ବିଶିଷ୍ଟ କ୍ଷୁଦ୍ରାଙ୍କ...
ମୁଖେ ଦିଅ ସଦା ସେନେହ ଶରଧା ହରଷ ବିନୟ ଶାଳୀନତା ଖଚ ମିଛ ଅରି ପରିତ୍ୟାଗ କରି ଶୁଣୁଥାଉ କାନ ହିତ କଥା ।।
ଦେଖିଛି : ତା'ର ଶ୍ୟାମଳ ପ୍ରକୃତିର ହରିତ୍ ଡାଳରେ ଆପେ ଆପେ କିପରି ପ୍ରସ୍ପୁଟିତ ହୋଇଗଲା ପଞ୍ଚଭୂତରେ ଗଢ଼ା, ଜୀବନ କୁସୁମରେ ମହାର୍ଘ ଉପହାର ।
କେଇଦିନ ପାଇଁ ତୁମେ ଆକାଶ ପାଲଟିଗଲ ମୁଁ ହୋଇଗଲି ପକ୍ଷୀ ତୁମେ ଫୁଲ, ମୁଁ ପ୍ରଜାପତି ମୁଁ ସଂଜ , ଆଉ ତୁମେ , ତୁମେ ତ ସଂଜବତୀ ।
ଶାଶୁ ଅବା ଶ୍ୱଶୁର ଖୋଜିଦେବେ କାଳେ , ଜାନି ଯୌତୁକ ଭାର, ନଣନ୍ଦ କି ଦିଅର ବାହୁନିବା ଦେଖି ନଣନ୍ଦ ପୁଟୁଳି ସାର ବା ଅସାର ।
ଜାୟାର ବାହୁ ପାଶରୁ ମୁକୁଳି ନିଶ୍ୱାସ ଫେରେଇବା ପାଇଁ ଅନ୍ଧାରରେ ଖୋଜୁଥିବି ତମ ନିରୀହ ଆଖି ଦୁଇଟି
ତୁମେ; ମନରେ ଅଛ ନା ମନ୍ଦିରରେ ତୁମେ; ଶୂନ୍ୟରେ ଅଛ ନା ସାଗରରେ ତୁମେ; ପବନରେ ଅଛ ନା ପ୍ରାଣରେ ମୁଁ ଜାଣେନା ଅଜ୍ଞାନ ଖୋଜୁଛି ମୋ ହୃଦୟରେ ।
ତୋ ଦେହ ଦେହଳୀର ବଂଧନ ଭିତରେ ମୋ ରସରାସ ଚାରୁକ୍ଷେତ୍ର ।
ଅତୀତ ସ୍ମୃତିକୁ କେ ଭୁଲି ପାରିବ ଯେତେ ଦୂରେ ଥିଲେ ତୁମେ ଅନ୍ତର ଭିତରେ ସାଇତା ସେ ଥିବ ଭୁଲି ପାରିବାନି ଆମେ ।।
ନାରୀ ସର୍ବଂସହା ହୋଇବ, ନାରୀ ପାଇଁ ଏ ସଂସାର ଚାଲିବ । । ନାରୀ ନ ଥିଲେ ସଂସାର ହୋଇବ ଅନ୍ଧାର, ବୁଝାଇଦିଅ ସଭିଙ୍କୁ ହେ କଳା ଠାକୁର ।...
ଆପଣଙ୍କ ମତାମତ