ସୁରରେ ମିଳାଇ ସୁର, ପାଦ ଥାପି ପାଦ ଚିହ୍ନେ ମୋର, ଚାଲିବାକୁ ନେଇଥିଲ ଦୁର୍ବାର ଶପଥ ଦିନେ, ତଥାପି କିପରି କୁହ, ଅଧା ବାଟେ ଭୁଲି ଗଲ ଯେତେ ଥିଲା...
ଆକାଶର ନୀଳ ସେ ବନ ଅନଳ ଏ ମନର ଯେତେ ବ୍ୟଥା, ଶ୍ରାବଣର ପରି ଢାଳିଲେ ବି ଲୁହ ସରେନା ଏ ମନ କଥା ।
ସକାଳର ସୁରୁଜ କିରଣ ପଡି ଫୁଲ ଗଛ ସବୁ ହୀରା ମୋତୀ ପରି ଦିଶୁଛି କୋଇଲି ରେ କୁହୁ ତାନ ପ୍ରେମର ପରଶ ଦେଉଛି ଆଉ ମୋତେ ଲାଗୁଛି ଲାଜର...
ବୟସ ଆଜି ବି ପଚାରେ ମୋତେ ହାରିଛି କେତେ ମୁଁ ଜିତିଛି କେତେ ହରିବାଟା ସିନା କେହି ବି ଜାଣିନି ହେଲେ ବୟସ ତୁ ତ ଜାଣିଛୁ ଜିତି ଜିତି...
ଶୁଭ ସକାଳର ଶୁଭ ବାରତା ସୁନ୍ଦରେ ଗଢିଛି ଭାଗ୍ୟ ବିଧାତା, ସିଏ ପରା ଆମ ହର୍ତ୍ତା କରତା ତା' ବିନା ଅସାର ଜୀବନ ପିତା ।।
ତେବେ, ମୁକ୍ତ କରିବ ନିଜ ହୃଦୟକୁ ତୁମ ପଞରାର ପିଞରା ଭିତରୁ ; ଅବାଧ୍ୟ ନହୋଇ ଚାଲିବ ପଛେ ପଛେ ... ଅହଙ୍କାରର ବାଜେଣି କାଢି : ତୁମ ପାଦରୁ...
ସେହି ମୋ ମା' ସାନବେଳୁ ମୋତେ ହୋଇଛି ସାହା ପଡ଼ିଗଲେ ତଳେ କାଖେଇ କୋଳେଇ ଝାଡ଼ିଝୁଡ଼ି ଦେଇ କହିଛି ଆହା ।।
ପହିଲି ବର୍ଷାରେ ପଲ୍ଲବିତ ହେଲା ପରି ଗଛବୃଚ୍ଛ ମନ-ପ୍ରାଣ-ହୃଦୟରେ ଖେଳାଇ ଦେଇପାରେ
କ'ଣ ଅପରାଧ ସେ କିଛି କେଜାଣି. . . ତା' ବୋଉ ଆଜି କାନ୍ଦି କାନ୍ଦି ହାଜତରୁ ପୁଅକୁ ଦେଖା କରି ଫେରୁଥିଲା ।
ପବନ ନେଇଚି ତୋଳି ତୀକ୍ଷ୍ଣ ଚଞ୍ଚୁ ମୁନିଆ ପଞ୍ଝାରେ ଗଛରୁ ଫୁଲ-ମାଟିର ମହକ ଚାଟିଚୁଟି ପାଦଚିହ୍ନ ସବୁ ବଞ୍ଚିବାର ବେଳାଭୂଇଁ-ଚଟାଣ ଛାତିରୁ ।
ଆପଣଙ୍କ ମତାମତ