ବଣୁଆ ଫୁଲର ପାଖୁଡ଼ା ତୀକ୍ଷ୍ଣ ନିଦା ଅବୟବ ଶ୍ୟାମଳ ବର୍ଣ୍ଣ ସୁହାଉ ନଥାଏ ତରୁଣୀ ଚାହାଣି ଲଜ୍ୟା, ଶଂକା କେବେ ତା'ମୁହଁକୁ ପୁଣି ନିବିଡ଼ତା ଡାକ ପାଇନି ହୁଣ୍ଡି ଦୁନିଆ...
ଧୀରେ ଧୀରେ ଢାଙ୍କି ହେଉ ମୋ ଆତ୍ମା, ମୋ ଦେହ, ମୋହ, ମୋକ୍ଷ ଆଉ ମୋ ମୁକ୍ତି ଗଦା ଗଦା ଧୁଳି ତଳେ ।
ଧନ୍ୟ ପ୍ରଶାସନ ଧନ୍ୟ ନୈତିକତା ଧନ୍ୟ ତୁମର ସାହସ ସରଳ ଲୋକଙ୍କୁ ଲଣ୍ଠଣ ଦେଖାଇ କରୁଅଛ ପରିହାସ
ସକାଳ ପାହିଲା ସୂରୁଯ ହସିଲା ଚହଟେ ସୁନ୍ଦର ଆଭା, ତଳେ ସବୁଜିମା ହସେ ଓ ହସାଏ ବଢାଇ ଧରାର ଶୋଭା ।।
ମା ତୋ ଦେଶେ ବହେ ଗଙ୍ଗା ଗୋଦାବରୀ ଶୋଭାପାୟେ ଯେଉଁ ଦେଶେ ଭୂ ସ୍ଵର୍ଗ କାଶ୍ମିରୀ ।।
ଧୈର୍ଯ୍ୟର ବାରଶହ ବଢ଼େଇ କର୍ତ୍ତବ୍ୟର ନିହାଣରେ. . . ଜୀବନଶିଳ୍ପର ଯେତେ ସୂକ୍ଷ୍ମ ଆଉ କି ନିଖୁଣ ଚିତ୍ର ଆଙ୍କିଲେ ବି ମେଣ୍ଟେ ନାହିଁ କି ଟଳେ ନାହିଁ ଜିଇଁ...
ବାରମ୍ୱାର ମନେ ପକେଇ ଦେବି ତୁମେ କେମିତି ବିଶ୍ୱାସଘାତକତା କରିବାର କଳାରେ ପ୍ରବୀଣ. . . ଦିନ ତମାମ ଚାରିଆଡ଼େ ମୁଁ ତୁମକୁ ଦେଖେଇବି ତୁମର ପ୍ରକୃତି ଛବି. ....
ମୋ ମା'ଟା ପରା ଏବେ ଯାଇଥା' ଆସିଲେ ଯାହା କହିବୁ କରିକି ଦେବି । ରାଗିକି ମୁଁ ଚାଲିଗଲି । ଆଉ କିଛି ସମୟ ପରେ ସେସବୁ କଥା ଭୁଲିଗଲି...
ବର୍ଷ ଆଉ ମାସ ସମୟର ଅନେକ ମୁହୂର୍ତ୍ତ-ଯାଇଛନ୍ତି ଚାଲି ଆକାଶରୁ ମେଘ ଗଛରୁ ପତର
ଶ୍ୱେତବସ୍ତ୍ର ପରିହିତା କେହି ଜଣେ ଶୁଭ୍ରତାର ରଙ୍ଗ ଧରି ସ୍ୱଚ୍ଛତାର ସୁଅରେ ଧାଉଁଛି ପ୍ରେମର ରାଗିଣୀ ଗାଉଛି ।
ଆପଣଙ୍କ ମତାମତ