ଶ୍ରୀଯୁକ୍ତ ଦେବେନ୍ଦ୍ର ଧିନ୍ଦା

ଶ୍ରୀଯୁକ୍ତ ଦେବେନ୍ଦ୍ର ଧିନ୍ଦା

ଜନ୍ମ- ଉତରଚକ, ବାଲେଶ୍ୱର ସହରରେ । ପ୍ରଫେସନ୍- ସଫ୍ଟୋୱାର୍ ଇଞ୍ଜିନିୟର୍ । ରୁଚି- ସଙ୍ଗୀତ ପ୍ରତି ପ୍ରବଳ ଆକର୍ଷଣ । ଏବେ ନୂଆ ନୂଆ କବିତା ଲେଖୁଚି । ଓଡ଼ିଆ ଭାଷା ପ୍ରତି ମୋ ଆଗ୍ରହ- ମୁଁ ମୋ ମାତୃଭାଷାକୁ ନେଇ ଗର୍ବିତ । ଶିକ୍ଷାଗତ ଯୋଗ୍ୟତା- ଏମ୍. ସି.ଏ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଗଞ୍ଜାମ । ସମ୍ମାନ- ସ୍କୁଲ୍ ଓ କଲେଜ୍‌ରେ ପଢ଼ିବା ବେଳେ ମୁଁ ବହୁତ ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହୋଇଛି ।

Posts By ଶ୍ରୀଯୁକ୍ତ ଦେବେନ୍ଦ୍ର ଧିନ୍ଦା

More Posts
To Top