ପିନ୍ଧିଥିଲା ନୀଳ ଶାଢି, ଥିଲା ନାଲି ତା ଓଢଣୀ ଦେଇଥିଲା କେଉଁ ତନ୍ତୀ ତାକୁ ବୁଣି
ସମୟ ସରିନି ମୋର ତାରା ବି ଆଙ୍କିବି ଜହ୍ନବି ଆଙ୍କିବି ମୁଁ ଖାଲି ଅପେକ୍ଷା କରିଛି ରାତିର ଅନ୍ଧାରକୁ ।
ସ୍ଥିତପ୍ରଜ୍ଞ ରାମ ମହାତ୍ୟାଗୀ କ୍ଷମାନିଧି, ସମଦର୍ଶୀ ସଦାସ୍ଥିର କରୁଣାବାରିଧି ।
ଗଣତାନ୍ତ୍ରିକ ବିଧି ବ୍ୟବସ୍ତା ଅନୁସାରେ ନିର୍ବାଚନ ଜିତିବା ପାଇଁ ମିଛ ପ୍ରତିଶୃତି ଦେବା ଦୋଷାବହ ନୁଁହ । ଏଭଳି ମିଛ ପ୍ରତିଶୃତି କୁ ‘ଜୁମଲା’ କୁଆଯାଏ ।
ଆପଣଙ୍କ ମତାମତ