ପାର ଯଦି ଦେଖିନିଅ ଥରେ ଅଙ୍କା ଥିବା ସୀମାନ୍ତର ଚିତ୍ରକୁ ମଧୁସାଗରର ମହତପଣିଆକୁ ଆଉ ଛବିଳ ହେନ୍ତାଳର ସବୁଜିମା ସହ ଭିତରକନିକାର ପ୍ରାକୃତିକତାକୁ ।
ଜୀବନରେ...... କିଛି ପାଇବାକୁ ହେଲେ କିଛି ହରାଇବାକୁ ହୁଏ ଜୀବନର ରାସ୍ତା ଅତିକ୍ରମ କରିବା , ଏତେବି ସହଜ ନୁହେଁ ।
ଏମିତି ତ ପାଦ ତଳୁ ଖସି ଯାଏ ମାଟି ତଥାପି ଜାବୋଡି ଧରିବାକୁ ପଡେ ନିଜକୁ ସାଉଁଟି ନେଇ, ଭଗ୍ନତାରୁ ଉଠି ।
ଦିଶେ ନାହିଁ ତୁମ ଖୋଲା ପିଠି ଓଠ ତଳେ ଛୋଟ କଳାଯାଇ ଶୁଭେନାହିଁ ପାଉଁଜିର ଶବ୍ଦ ଆଉ ତୁମ ଖିଲି ଖିଲି ହସ ପାଏ ନାହିଁ ପ୍ରେମ କି ପରଷ...
ଉତ୍ତମ ବନ୍ଧୁଟି ଜୀବନରେ ଥିଲେ ଶାନ୍ତି ହୃଦୟରେ ବସେ ଏହି ସଂସାରରେ ମିଷ୍ଟଭାଷିଜନ ବଚନରେ ଶାନ୍ତି ବିଞ୍ଚେ ।।
ଏବେ ତ ସଂସାର ର ଅମୃତ ପରଶ ବିଷ ପାଲଟିଛି ମାୟାମୟ ମମତାର ଯାଦୁକାରୀ ମାୟାରେ ସବୁ ଓଲଟ ପାଲଟ ହେଉଛି ।
ତୁମେ ଅଛ ମୋ ସମୀପେ ମୁଁ ତୁମ ନୟନେ ନୟନେ ବୁଡି ଯାଇ ମିଶେ ତୁମରି ସ୍ପନ୍ଦନେ ।
ଏଇଟା ହିଁ ସୃଷ୍ଟିର ନିୟମ, ସ୍ଵୟଂ ଉଦାହରଣ ରାଧାକୃଷ୍ଣଙ୍କ ପ୍ରେମ ।
ଏବେ ତମେ ବାହାରିଛ, ଯିବ ବୋଲି, ମୋତେ ଛାଡ଼ିଦେଇ ଏକାଏକା, ଆମ ରାସ୍ତାରେ, ମୁଁ ଏକାକୀ ଚାଲିବି ବୋଲି, ମୋ ସହମତି ପାଇଁ ମୋତେ ଅନେଇଛ !
ହାତରେ ଖଣ୍ଡେ ତ୍ରିରଙ୍ଗା ପତାକା ଧରି ସିଧା ଯାଇ ହାଜର ସ୍କୁଲ ଆଗରେ ।।
ଆପଣଙ୍କ ମତାମତ