ମୋ ଭାବନାକୁ ତୁମ ପାଖେ ପହଞ୍ଚାଇବାକୁ, ପୁଣି ତୁମ ଅନୁଭୂତି ମୋ ସାଥେ ବାଣ୍ଟିବାକୁ।
ଜୀବନଟା ଏମିତି ବିତିଯାଏ କେବେ ଭୂଲ ଆଉ ଠିକ ର ତରାଜୁ ରେ ନିଜକୁ ବ୍ୟବସ୍ଥିତ କରୁ କରୁ ।
ହାତ ମୁଠାରେ ବାକିତକ ସମୟକୁ ପାଥେୟ କରି
ମା ଅଛି, ବୋଲି ସବୁ ସମୟ କୁ ଅତିବାହିତ କରିବାର ସାହସ ଅଛି
ଜ୍ଞାନ ବିଶାରଦ କେତେ ସଙ୍ଗୀତଜ୍ଞ, ସାହିତ୍ୟିକ ତୋତେ ଧ୍ୟାୟି ଦିବ୍ୟସିଦ୍ଧି ଲଭନ୍ତି କେତେ ସାଧକ ।।୪।।
ଦର୍ଶନକଲି କୋଣାର୍କ ଯେବେ ସାୟଂକାଳେ, ଅପରୂପ ଘନନୀଳ ଅନ୍ତରୀକ୍ଷ ତଳେ ।
ସେମିତି ମୃତ୍ୟୁ ଉପରେ କବିତା ଲେଖିବାକୁ ହେଲେ ମରିବାକୁ ପଡ଼େ ।
ବାହ୍ୟେନ୍ଦ୍ରିୟ ତୋଷି ଦେହ ଚର୍ମ ଆକର୍ଷଣ ଆଘାତେ ବୟସାପରାହ୍ନେ ସାଜେ ବିକର୍ଷଣ
ବରଷକେ ଥରେ ପଡ଼ିଥାଏ ଯୋଗ ପାପ ନାସିବାର ପାଇଁରେ ଥରେ ବୁଡ଼ ଦେଲେ ବୈତରଣୀ ତୀରେ ପାପ ଯିବ ତୋର ଧୋଇରେ !!
ଓଡ଼ିଆ ଭାଷାକୁ ହୀନ ମନେ କରି ନ ମଣ ତାହାକୁ ହେୟ, ଓଡ଼ିଆ ଭାଷାର ପ୍ରାଚୀନତା ଜାଣ କାହାକୁ ବା ତୁମ ଭୟ
ଆପଣଙ୍କ ମତାମତ