ମୁଁ ଏବେ ବହୁତ୍ ବଡ଼ ହୋଇ ଗଲିଣି, ଏବେ ଆଉ ତୋତେ ମୋ ପାଇଁ ବେଶୀ କଷ୍ଟ କରିବାକୁ ପଡୁନି।
ନବବର୍ଷ, ଏମିତି କିଛି ବର୍ଷକରେ ଥରେ ଆସୁଥିବା,
ତମେ କେମିତି ତାକୁ ଅଟକେଇ ଉଭାନ କରିଦିଅ, ଚଳୁ କରିଦିଅ
ଛାଇ ନିଦ ଯେବେ ବନିଯାଏ ସାଥି ରାତିସାରା ଆଉ କଥା ହୁଅନ୍ତି ଆକାଶର ଅଗଣିତ ତାରା ।
ତା” ଭାବନାର ବହୁ ପ୍ରତୀକ୍ଷିତ ଦିନସବୁ ମରି ମରି ଗଲାବେଳେ
ତିନୋଟି ଅକ୍ଷରେ ଗଢା ଦୁଇଟି ନାଁ ସେ ଚାରି ଆଖ୍ଵରେ ଦିଶେ ସାରା ଦୁନିଆଁ
ମନ ମୋର ଚାହେଁ କରିବାକୁ ତାକୁ ପ୍ରେମ ନିବେଦନ ହେଲେ ଭୟରେ ଛାତି ଥରି ଯାଉଛି ହେବ କାଳେ ପ୍ରତ୍ୟାଖାନ!
କେଜାଣି କେଉଁଠି ହରିହର ?
ଗୁଲାମିଗିରି କରୁଥିବା ଯାଏ ବାଃ ବାଃ କହି ପିଠିକୁ ଦେବେ ଥାପି। ଭିତରେ ପୁରେଇ ବତୁରାଇ ଦେବେ ଯଦି ଖୋଲିଦିଅ ଥରେ ପାଟି।
ଜୀବନକୁ ମୃତ୍ୟୁରେ ଅନୁବାଦ କରେ ଧିରେ ଧିରେ ମୁଁ ଖୁବ ଧିରେ ଧିରେ ।
ଆପଣଙ୍କ ମତାମତ