ଆଉ ଯାହାର ସ୍ବପ୍ନ ଭାଙ୍ଗିଯାଏ, ସିଏ ଜାଣିପାରେ ଦୁନିଆଁରେ ବୋଝ କେତେ, ଦୁନିଆଁରେ ବଂଚିବାର ବାଟ କେତେ ।।
ଚଉଦ ଭୂବନ ଦେଖେ ତୋ ନୟନ ନିମିଶକ ସମୟରେ । ଜିବନରେ ଆମ୍ଭେ ପାରୁ ନାହିଁ ଦେଖି ତୋ ଚକା ନୟନ ଥରେ ।
ମାଟିର ବାସନା ଶଶିର ଜୋଛନା ଭୁଲି ହେଲ ସ୍ୱାର୍ଥପର ପିତାମାତାଙ୍କର ସ୍ନେହ ଭୁଲିଗଲ ଦାସ ହେଲ ସହରର।୨।
ପଖାଳ ଭିତରେ ରାଜା ଦହି ପଖାଳ ଖାଦ୍ୟ ଭିତରେ ସବୁଠୁ ଆଗରେ ଥାଏ ଯେବେ ଆସେ ଗ୍ରୀଷ୍ମକାଳ (୪)
ହଁ ମୁଁ କଟକିଆ ମତେ ଭଲ ଲାଗେ ମା କଟକ ଚଣ୍ଡୀଙ୍କ ମିଠା ଭୋଗ ଛୋଟିଆ ଛୋଟିଆ (୪)
ତୁମେ ଆଉ ମୁଁ ବିଦାୟର ସେଇ ଦଗ୍ଧ ମୁହୂର୍ତ୍ତରେ ଶବ୍ଦହୀନ, ଭାଷାହୀନ ଓ ସଂଜ୍ଞାହୀନ ହୋଇ
କବି ମରିଯାଏ ଆପଣା ଛାଏଁ କଲମ ଗଲେ ଶୁଖି
ପିନ୍ଧିଥିଲା ନୀଳ ଶାଢି, ଥିଲା ନାଲି ତା ଓଢଣୀ ଦେଇଥିଲା କେଉଁ ତନ୍ତୀ ତାକୁ ବୁଣି
ସମୟ ସରିନି ମୋର ତାରା ବି ଆଙ୍କିବି ଜହ୍ନବି ଆଙ୍କିବି ମୁଁ ଖାଲି ଅପେକ୍ଷା କରିଛି ରାତିର ଅନ୍ଧାରକୁ ।
ପିଲା ଠୁଁ ବୁଢା, ଗାଁ ଠାରୁ ସହର, ପଖାଳ ଲାଳସା ନ ଛୁଟେ କାହାର ।
ଆପଣଙ୍କ ମତାମତ