ଥରେ ମାତ୍ର ସ୍ନାନ କରାଇ ଦିଅ ମମତାର ଅସରାଏ ବର୍ଷାରେ
ବୋହୁ ଚୋରି ଖେଳିବାକୁ , କାହାଣୀ ଟେ ଶୁଣିବାକୁ ପାଳ ଭୁତ ସାଜିବାକୁ ମୁହଁ ଅନ୍ଧାରରୁ ।
ନିଦ ଭାଙ୍ଗି ଗଲା ପରେ ମୁଁ ଜାଣିଲି ସପନ ମୁଁ ଦେଖୁଥିଲି ସପନ ମୁଁ ଦେଖୁ ଥିଲି.....!!
କୁହ, ଆସିବନା ଦେଖିବାକୁ ତୁମ ଦର୍ଶନ ପୀୟାସି ଏଇ ଆଖିକୁ, ତୁମ ପ୍ରିୟାର
ହସୁଛି ଫେଁ'କିନା, ଝରଝର କାନ୍ଦି ପକଉଚି କଥାଟେ କହିବା ଲାଗି, କେତେ ଫୁଲେଇ ହେଉଚି
କିଛି ବି ମଉଳିନି ଗଛପତ୍ର ସମୁଜ୍ଜ୍ଵଳ ପୂର୍ବଠୁଁ ଅଧିକ ନୂତନ ଆଭାରେ
ତୁହି ଦୀନବନ୍ଧୁ ତୁହି କୃପାସିନ୍ଧୁ ତୁହି ଜଗବନ୍ଧୁ ଠାକୁରରେ ବାରମାସେ ତୋର ତେର ଯାତ ହୁଏ ଆହେ ନୀଳାଚଳିଆରେ ।
ନିଜ ଚାଳକୁ ନଥାଏ ଛଣ କିନ୍ତୁ ପ୍ରଭୁଙ୍କୁ କରନ୍ତି ଜଣାଣ ଆଉକିଛି ଲୋଡା ନାହିଁ ପ୍ରଭୁ ସୁରକ୍ଷିତ ଥାଉ ଛାମୁଙ୍କ ଆସନ
ଶବ୍ଦ ମାନେ କେବେ କେବେ ରାଗି ଯାଆନ୍ତି, ରୁଷି ଯାଆନ୍ତି ଅଭିମାନ କରି ମୋ ଠାରୁ ଦୂରେଇ ଯାଆନ୍ତି
ମୋ ଭାବନାକୁ ତୁମ ପାଖେ ପହଞ୍ଚାଇବାକୁ, ପୁଣି ତୁମ ଅନୁଭୂତି ମୋ ସାଥେ ବାଣ୍ଟିବାକୁ।
ଆପଣଙ୍କ ମତାମତ