କିଏ କେବେ ଝାଙ୍କିଛ ଚନ୍ଦ୍ରମୂଖୀର ହୃଦୟ ଭିତରକୁ ? ଛାନ୍ଭିନ୍ କରିଛ ଦେବଦାସ ପାଇଁ ସାଇତା ପ୍ରେମକୁ ? ଜୀବନ ବଞ୍ଚିବାର ସହଯୋଗକୁ, ଆମ୍ରପାଲିର ଦ୍ୱାର ଏବେବି ଖୋଲା ଯତ୍ନ...
ଶୁଭ ମନାସଇ କେତେ, ମୁଁ ମାଟିର ମଣିଷ ଟିଏ ବାସ୍ନା ଆସିଲେ ମାଟିର ପିଠିରୁ ମୁଁ ସ୍ୱପ୍ନ ବିଭୋର ହୁଏ,
ତୁମେ କରୁଣାର ବ୍ୟାପ୍ତ ଆକାଶଟିଏ, ବଉଦଟିଏ ମୁଁ ଭାସୁଅଛି ସତେ ତୁମରି ଅସୀମ କୋଳେ ! ବାହିନିଅ ପ୍ରଭୁ ତୁମରି ବୁକୁରେ କ୍ଷୁଦ୍ର ଏ କାୟା ମୋର, ତୁମ ଇଚ୍ଛାରେ...
କ୍ରମଶଃ, ସମୟ ବହିର ପୃଷ୍ଠା ଓଲଟିଲା, କାରଖାନା ଏବେ ଅସମୟେ ବୃଦ୍ଧ, ସେ ସମ୍ପୂର୍ଣ୍ଣ ନିରୁପାୟ, ମହୁଫଣାରେ ମହୁମାଛି ପରି ତା ଦେହରେ ରୋଗ ପଲ ପଲ ।
ମୌନାବତୀ ଅଳକାଗୋ ଏବେ ଟିକେ କଥା କହ କଥା କହ
ଜହ୍ନକୁ କଣ ଦଂଶନ କରେନି କରୋନା ତା ବିଷାକ୍ତ ଦାନ୍ତରେ, ସେ କଣ ରହେନି ଏକୁଟିଆ ସଙ୍ଗରୋଧରେ ।
ମନ ଖୋଜୁଛି ଅହରହ ଆଜି ସେଇ ପୁରୁଣା ଦିନର ମିତ, ତୋ ବିନା ତୁଚ୍ଛ ଲାଗେ ଜଗତ, ତୁ ଫେରିଆ ରେ ଅତୀତ।
ସେନେହ ସୂତାରେ ବାନ୍ଧିଛି ସଭିଙ୍କୁ ମମତାର ଟୀକା ଦେଇଛି, ଏସବୁ ଚୁମ୍ବନ ପ୍ରେମରେ ଦେଇଛି ଦାନର ହାତରେ ଚାହିଁନି ।
ଗୁରବାରେ ଜନ୍ମିବାରୁ ନାମ ହେଲା ଲକ୍ଷ୍ମୀକାନ୍ତ, ତମରି ଲେଖାରେ ଲିଭିଲାନି କିଛି ସବୁ ହେଲା ମହାଯଶ।
ସମ୍ପର୍କ ସୁଦୃଢ ରହିବ ଆମର ଜାଗି ରହିବ ବିଶ୍ୱାସ ଦୁହେଁ ଦୁହିଁଙ୍କର ହାତ ଛାଡିବନି ଥିବା ଯାଏ ଶେଷ ଶ୍ୱାସ....!!
ଆପଣଙ୍କ ମତାମତ