କବାଟ କିଳିଲେ
ଶୁଭୁଛି ସଙ୍ଗୀତ
ଝର୍କା ଖୋଲିଲେ
ତମ ବେଣୀର ସ୍ପର୍ଶ
ଆଖି ବୁଜିଲେ
କୋଳକରେ ଚୁପ୍ଚାପ୍
ମୁଠାଏ ଉତ୍ତାପ
ଚାହିଁ ଦେଲେ. . .
ତମମୟ ଏ ସାରା ଜଗତ
ତମ ଭଲ ପାଇବା ଓ
ସବୁଯାକ ତମ ମୋ ସମ୍ପର୍କ ।
ବର୍ଷା ନାୟିକା
ଲେଖିଛନ୍ତି
ଝର୍କା ଖୋଲିଲେ
ତମ ବେଣୀର ସ୍ପର୍ଶ
