ତୁମ ପ୍ରଣୟ ସାଗରେ , ଆଜୀବନ ଜଳ ପରୀଟେ ହେଇ।
ମୁଁ ବଞ୍ଚିଛି ତମ ଶୃଙ୍ଗାର ସୀତ୍କାରେ ତମ ପ୍ରେମଝରଣାର ଉର୍ମିରେ,
ଅମୃତରେ ମୋର କିଆଁ ଅଧିକାର ମୁଁ ପରା ଗୋଟେ ବିରାଟ ଅସୁର ।
ହୃଦୟ ଜାଣିଲା ହୃଦୟ ବୁଝିଲା ଅଳ୍ପ ଆୟୁ ସମ୍ପର୍କ ମୋର ।।
ଯା' ଅମୃତଦାନେ ଜଗାଏ ସ୍ପନ୍ଦନ । ସବୁଠିଁ ଉଚ୍ଚରେ ଯାର ବଳିଦାନ । ସବୁ ଶୁଭ ହେବା ପାଇଁ ସଦା ଭାଳେ । ଵିଭୂଚରଣରେ ଲୋତକ ଯେ ଢାଳେ ।...
ଝରକା ଦଣ୍ଡ ପାଏ ପବନ ଟା ପାଇଁ ବନ୍ଦ ହୁଏ ଦିନ ଦିନ ଧରି ଆଖି କେବେ ଝରକା ଡେଇଁ ରାସ୍ତାରେ ବୁଲିଲେ ବର୍ଷେ ଅବିରତ ଗାଳି ।
ସ୍ୱଳ୍ପ ମାତ୍ରାର ଶୋଷ ମେଣ୍ଟଙ୍କ ପୁଣି, ଟ୍ରେ ସହ ପିନ୍ପିନ୍ କାଚ ଗିଲାସେ, ସଜେଇ ହେଇଗଲେ, ଅତିଥି ସମ୍ମୁଖେ ସତ୍କାରକର ମାନ ମର୍ଯ୍ୟାଦା, ଶତଗୁଣ ଉତ୍କୃଷ୍ଟ ହେଇଯାଏ ।
ବାର ମାସରେ ତେର ଓଷା କ୍ଷୀରି ପୁରୀ ସଙ୍ଗେ ମଣ୍ଡା ଆରିସା ବୋଉ ହାତରନ୍ଧା ଶାଗ ଭାତ ସଙ୍ଗେ ସର୍ବୋଚ୍ଚରେ ଅଛି ମୋ ମାତୃଭାଷା !!
ତମ କଣ୍ଠେ ଦେବି ମାଳା ତୋଳି ପ୍ରେମର ଗୋଲାପ ତମ ସ୍ବର୍ଣ୍ଣ ମସ୍ତକରେ ଦେବି ମୋ ପ୍ରେମର ପବିତ୍ର ପ୍ରଲେପ
ଚାଲ ଏବେ ଦୁହେଁ ମିଶି ପାଦଦେବା ସତ୍ୟ ଏବଂ ଶାନ୍ତିର ଭବ୍ୟ ମନ୍ଦିରରେ ଯେଉଁଠି ଟୋପାଏ ଲୁହ ବଦଳରେ ମିଳିବ ଏକ ବିଶାଳ ଅମୃତର ହାଣ୍ଡି,
ଆପଣଙ୍କ ମତାମତ