ତୁମ ପାଇଁ ଦିନ ଟିଏ, ତୁମ ପାଇଁ କ୍ଷଣ ଟିଏ, ଦେଇ ପାରିଲିନି, ଭାବୁଛି, କ୍ଷମା ଦେବ ଋଣୀ ଟିଏ ଭାବି ।।
କପାଳେ ଚନ୍ଦନ ବିନ୍ଦୁ ମଥାରେ ସିନ୍ଦୁର ଗଳାରେ ଲମ୍ବାଇଦେବି ମନ୍ଦାରର ହାର ।
ଝରିଯିବା ତ ନିୟତି । ନିୟତିକୁ ଟାଳି ନ ପାରିବାର ଅସହାୟତା ବି ଆପଣେଇ ପାରେନି, ବୁଝେଇ ପାରେନି ଏ ଭୟକୁ । ସବୁ କିଛି ଅଟକି ଯାଆନ୍ତା କି,...
ମୁଁ ମୋ ବଡିମାର ସ୍ଵାଭିମାନୀ ଗାଳି ବର୍ଷିଣରେ ପୋତି ପକାଇଛି ସିନା ଭେଟ ମିଳିନି ତୋ ସଙ୍ଗେ ଧରାଛୁଆଁ ଦେଇନୁ ତୁ ଖିଡ଼ିକି ଦେଇଛୁ କିଳି ମୋ ଅନାହତ ନିର୍ବୋଧପଣରେ...
କ୍ଷଣ କ୍ଷଣକେ ଆନ ରଙ୍ଗେ ସୁଶୋଭିତା ପୟୋଧି, ଶୁଭ୍ର, ନୀଳ, ମେଘ ରଙ୍ଗରେ ରଙ୍ଗିଯାଏ ପୟୋଧିପୁତ୍ରୀ ।
ସ୍ବାର୍ଥ ଲାଭ ପାଇଁ ମାରୁଥାଏ ତେଲ ସ୍ବାର୍ଥ ପ୍ରାପ୍ତି ମାତ୍ରେ ଭୁଲିଯାଏ ମୂଲ । ବାହାରୁ ନିଜର ଦେଖେଇ ହୁଅନ୍ତି ଅନ୍ତରୁ ଅହି ସମ ଫଁ ଫଁ ହୁଅନ୍ତି ।
ରଜବତୀ ହେଲେ ମା ବସୁମତୀ ବୋହୂ ଭାବୁଥାଏ କେମିତି କାଟିବ ପହିଲି ରଜ ରାତି
ହୃଦୟଟି ତାର ହୋଇପାରେ ଖାଦ୍ୟକୁ ମୁସମୁସ୍ କରିବା ପାଇଁ ଦିଆଯାଉଥିବା ଘିଅ ଓ ଜୁଆଣିର ଖାସ୍ତା
ଆଉ ଯାହାର ସ୍ବପ୍ନ ଭାଙ୍ଗିଯାଏ, ସିଏ ଜାଣିପାରେ ଦୁନିଆଁରେ ବୋଝ କେତେ, ଦୁନିଆଁରେ ବଂଚିବାର ବାଟ କେତେ ।।
ଚଉଦ ଭୂବନ ଦେଖେ ତୋ ନୟନ ନିମିଶକ ସମୟରେ । ଜିବନରେ ଆମ୍ଭେ ପାରୁ ନାହିଁ ଦେଖି ତୋ ଚକା ନୟନ ଥରେ ।
ଆପଣଙ୍କ ମତାମତ