ନବ ବଧୂ ବେଶ ସାଜିଅଛି ଆଜି ମରତେ ପୂଜା ମଣ୍ଡପ ମାଁଙ୍କର ପାଦ ପଡିବ ମଣ୍ଡପେ ବାଜୁଛି ଢ଼ୋଳ ବାଇଦ ॥
ଭାଗ୍ୟବତୀ ତୁମେ ଫୁଟିଲ କି ଭାଗ୍ୟରେ ହାର ତୁମ ଶୋଭାପାଏ ଶିବଶମ୍ଭୁ ଗଳାରେ ।
ପପକର୍ନ ଖାଇବେ ପଚାଶ ଦେଇ, କିନ୍ତୁ ପାଞ୍ଚ ଟଙ୍କାର ମକାକୁ ମୂଲଚାଲ।
ଲାଜବତୀ ଆଗୋ ମଉନାବତୀ ଜବାଓଠେ ତମ ଚୋରା ସନ୍ଦେଶ
ପଥର ପ୍ରାଣରେ ବି ଖଂଜି ଦେଇଚି ମାଂସ ହାଡ଼ ରକ୍ତର ପ୍ରବାହ, ରଂଗ ଅପରୂପା ଅପ୍ସରିର ନବ ଯୌବନ ଅଂଗ ଉପାସନାରେ ମୁଗ୍ଧ ସହସ୍ର ଶୃଙ୍ଗାର ।
ରାସ୍ତା କଡରେ ଠିଆ ହୋଇ ସେ ଠେଲା ଗାଡିର ଖାଇବାର ମଜା , ତୁ ଆଉ ପାଉ ନଥିବୁ କିଣି ପାରୁଥିବୁ ବହୁତ କିଛି ମାତ୍ର ସ୍ୱାଦ ପାଉ ନଥିବୁ
ସାଙ୍ଗ ସାଥି ଭାଇ ବନ୍ଧୁ ପରିଜନ ଅଛନ୍ତି ପାଖକୁ ଘେରି । ଡଥାପି କାହିଁ କି କେଉଁଠି କିପରି ଲାଗୁନାହିଁ ଆଗପରି ॥
ଚହଳ ପଡିଗଲା ଏ କଥା କାଲିଠୁ ତା ସ୍ଵର କଉଠି ବି ସୁଭୁନି ଭୟ ଓ ଲଜ୍ୟାର କକ୍ଟେଲ୍ ଗନ୍ଧ ଭିତରେ ଯେମିତି ଘୁମେଇ ପଡିଛି ।
ତମକୁ ପାଇବା ଆଶାରେ ଅବାଟ ବାଟ ପାଲଟେ ବାଟ ଅବାଟ . ତମକୁ ବୁଝିବା ଆଶାରେ ନିଜେ ନିଜ ପାଖେ ଅବୁଝା ମୁଁ ହୁଏ ହେଲେ ତମକୁ ଖୋଜିବା ଚାଲିଥାଏ...
ଯେତେ ଲୁଚି ଛପି ରହିଲେ ବି ମୁଁ ଜାଣେ ତୁମେ ମୋର ଅତି ଆପଣାର ତୁମ ସାଥି ପାଇଗଲେ ଥରେ ଛେଦି ପାରିବନି ଆଉ କୋଉ ଅସ୍ତ୍ର ଶସ୍ତ୍ର ॥
ଆପଣଙ୍କ ମତାମତ