୧୯୩୪ ମସିହା ଫେବୃଆରୀ ମାସ ୪ ତାରିଖରେ ଉତ୍କଳ ଗୌରବ ମଧୁସୂଦନଙ୍କ ପରଲୋକ ହୋଇ ଯାଇଥିଲା ।
ଆଲୋଚନା ପରେ ସମସ୍ତେ ରାଜି ହେଲେ ଯେ ତଫସିଲଭୁକ୍ତ ଜାତିଙ୍କ ପାଇଁ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ରହିବ ନାହିଁ ।
ଦ୍ୱିତୀୟ ଗୋଲ୍ଟେବୁଲ୍ ବୈଠକରେ ଡଃ. ଆମ୍ୱେଦକରଙ୍କର ଏହିଭଳି ମତକୁ ଗାନ୍ଧିଜୀ ଖଣ୍ଡନ କରି ସତର୍କ କରି ଦେଇଥିଲେ ଯେ ସେ ବଞ୍ଚିଥିବା ପର୍ଯ୍ୟନ୍ତ ତଫସିଲ ଜାତିଙ୍କୁ ହିନ୍ଦୁଙ୍କଠାରୁ ଅଲଗା କରିବାର...
ସରକାରଙ୍କୁ ଆଗରୁ ନୋଟିସ ଦେଇ ଅଗଷ୍ଟ ୮ ତାରିଖ ଦିନ ଗୋଲକ ବିହାରୀ ମହାରଣାଙ୍କ ନେତୃତ୍ୱରେ ଦଳେ ସତ୍ୟାଗ୍ରହୀ ସ୍ୱରାଜ ଆଶ୍ରମ ଦଖଲ କରିବାକୁ ଗଲେ ।
ଗାନ୍ଧିଜୀ ଶେଷରେ ବିଫଳ ହୋଇ ଭାରତକୁ ଫେରି ଆସିଥିଲେ ।
ଅଭ୍ୟର୍ଥନା କମିଟିର ସଭ୍ୟ ସଂଗ୍ରହ ସାଙ୍ଗେ ସାଙ୍ଗେ ସ୍ୱେଚ୍ଛାସେବକ ବାହିନୀଙ୍କୁ ଶ୍ରୀମତୀ ମାଳତୀ ଦେବୀ ଓ ନବକୃଷ୍ଣ ଚୌଧୁରୀ ପ୍ରମୁଖ ତାଲିମ ଦେବା କାର୍ଯ୍ୟରେ ଲାଗିଥିଲେ ।
ନୂତନ ଓଡ଼ିଶା ୧୯୩୬ ମସିହା ଜାନୁୟାରୀ ୨୧ ତାରିଖରେ ଘୋଷଣା କରାଗଲା ଓ ଏପ୍ରିଲ୍ ପହିଲା ଦିନ "ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ" ଗଠନ ଉଦ୍ଘାଟନ କରାଗଲା ।
ଓଡ଼ିଶାବାସୀ ୯ ବର୍ଷ ଅପେକ୍ଷା କରିଥିଲେ ଆହୁରି ବହୁ ଓଡ଼ିଆଭାଷୀ ଅଞ୍ଚଳକୁ ହରାଇବାକୁ ପଡ଼ିଥାନ୍ତା ।
ଉତ୍କଳ ଗୌରବ ମଧୁସୂଦନ ଓ ପାରଳାଖେମୁଣ୍ଡି ମହାରାଜାଙ୍କ ପରାମର୍ଶ କ୍ରମେ ଲକ୍ଷ୍ମୀଧର ମହାନ୍ତି, ଭୁବନାନନ୍ଦ ଦାସ, ସ୍ୱାମୀ ବିଚିତ୍ରାନନ୍ଦ ଦାସ, ଭିକାରୀ ଚରଣ ପଟ୍ଟନାୟକ, ସତ୍ୟନାରାୟଣ ସେନଗୁପ୍ତ ଓ ବିଶ୍ୱନାଥା...
ଲକ୍ଷ୍ମୀଧର ମହାନ୍ତି ଓ କନିକା ରାଜା ଏହି ଦୁଇଜଣ ଅଣକଂଗ୍ରେସ ସଭ୍ୟ ଉତ୍କଳ ସମ୍ମିଳନୀର ବ୍ରଜସୁନ୍ଦର ଦାସ ପ୍ରମୁଖ ଅନ୍ୟ କେତେକ ସଭ୍ୟ ପାଟନା ଯାଇ ସାଇମନ କମିଶନଙ୍କୁ ଭେଟି...
ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ଓ ଅନ୍ୟ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନେ ଫେରିଲା ବାଟରେ ରେଳ ଷ୍ଟେସନମାନଙ୍କରେ ସେମାନଙ୍କୁ ଲୋକେ ବିପୁଳ ସମ୍ୱର୍ଦ୍ଧନା ଜଣାଇଥିଲେ ।
କଟକ ଜେଲ୍ରେ ଥିଲାବେଳେ ରାଜବନ୍ଦୀମାନେ ଥରେ ଆନ୍ଦୋଳନ କରି ଲାଠି ମାଡ଼ିର ସମ୍ମୁଖୀନ ହୋଇଥିଲେ ମାତ୍ର ସଫଳ ହୋଇଥିଲେ
ଶ୍ରୀଜଙ୍ଗ ଗ୍ରାମର ଲୋକଙ୍କ ସହିତ ସଂଘର୍ଷ ବେଳେ ଜଣେ ପୋଲିସ୍ ଇନିସ୍ପେକ୍ଟର ସାମାନ୍ୟ ଆହତ ହେବା ଆଳରେ ପୋଲିସ୍ ପକ୍ଷରୁ ଶ୍ରୀଜଙ୍ଗ ଗ୍ରାମର ଲୋକଙ୍କ ଉପରେ ପୋଲିସ ନିର୍ମମ ଅତ୍ୟାଚାର...
ବର୍ଷା ଯୋଗୁ ଲବଣ ସତ୍ୟାଗ୍ରହ ବନ୍ଦ ହୋଇଯିବାରୁ କଂଗ୍ରେସ କର୍ମୀମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଦେଶୀ ଲୁଗା ଦୋକାନ ଓ ମଦ, ଗେଞ୍ଜଇ ଓ ଅଫିମ ଦୋକାନ ଆଗରେ ପିକେଟିଂ...
ଏ ପ୍ରସିଦ୍ଧ ଦାଣ୍ଡିଯାତ୍ରାରେ ସେତେବେଳେ ସାବରମତୀ ଆଶ୍ରମରେ ଥିବା ଓଡ଼ିଶାର ମୋତି ଦାସ ଯୋଗ ଦେଇଥିଲେ ।
୧୯୩୦ ଜାନୁଆରୀ ୨୬ ତାରିଖ ଦିନ ସମଗ୍ର ଦେଶରେ "ପୂର୍ଣ୍ଣ ସ୍ୱରାଜ ଦିବସ" ରୂପେ ପାଳନ କରିବା ପାଇଁ କଂଗ୍ରେସ କାର୍ଯ୍ୟକାରୀ କମିଟି ନିଷ୍ପତ୍ତି କଲେ ।
୧୯୨୮ ଜୁନ୍ ୧୭ ତାରିଖରେ ଉତ୍କଳର କଂଗ୍ରେସ ନେତା ଉତ୍କଳମଣି ଗୋପବନ୍ଧୁ ଓଡ଼ିଶାବାସୀଙ୍କୁ ଛାଡ଼ି ସ୍ୱର୍ଗାରୋହଣ କରିଥିଲେ ।
୧୯୨୫ ମସିହାରେ ଅଖିଳଭାରତ ଚରଖା ସଂଘ ସ୍ଥାପନ କଲେ ଏବଂ ଭାରତର ସବୁ ପ୍ରଦେଶରେ ଏହାର ଶଖାମାନ ଗଢ଼ାଗଲା
୧୯୨୨ ମସିହା ଗୟା କଂଗ୍ରେସ ଅଧିବେଶନରେ ବ୍ୟବସ୍ଥା ସଭାରେ ପ୍ରକାଶ କରିବା ସମ୍ପର୍କରେ ମତଭେଦ ହୋଇ ପରିବର୍ତ୍ତନବାଦୀ ନେତା ଦେଶବନ୍ଧୁ ଚିତ୍ତରଞ୍ଜନ ଦାସ କଂଗ୍ରେସରୁ ଇସ୍ତଫା ଦେଇ ସ୍ୱରାଜ ଦଳ...
ତେଲୁଗୁ ଭାଷୀ ଓ ଓଡ଼ିଆଭାଷୀଙ୍କ ଭିତରେ ସୀମା ନିର୍ଦ୍ଧାରଣ କରିଦେବା ପାଇଁ ଏହି କମିଟି ଉପରେ ଦାୟିତ୍ୱ ଦିଆଯାଇଥିଲା
ମଧୁସୂଦନ ଏହି ଯୋତା କାରଖାନାକୁ କାହାରିକୁ ହସ୍ତାନ୍ତର କରିବାକୁ ଚାହିଁ ନଥିଲେ ।
ନାରୀମାନଙ୍କ ଭିତରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା ପାଇଁ ପ୍ରବଳ ଜାଗରଣ ଦେଖା ଦେଇଥିଲା । ଆନ୍ଦୋଳନ ଆରମ୍ଭରେ ଶ୍ରୀମତୀ ସରଳା ଦେବୀ ଅଗ୍ରଣୀ ହୋଇଥିଲେ ।
ଯାହାର ହୃଦୟ ଯେତେ ଉଚ୍ଚ ତା'ର ଦୁଃଖ ସେତେ ଗଭୀର ।
୧୯୨୧ ମସିହା ମଇ ମାସ ୧୩ ତାରିଖରେ କେନ୍ଦୁଝର ଗଡ଼ଠାରେ ପୂର୍ବ ଗଡ଼ଜାତର ପଲିଟିକାଲ୍ ଏଜେଣ୍ଟ୍ ରହିଥିବାବେଳେ ଶିବନାରାୟଣପୁର ସାହିର ମହନ୍ତ ଚେମ ତ୍ରିପାଠୀଙ୍କ ନେତୃତ୍ୱରେ ଯାଉଥିବା ଏକ ଶୋଭାଯାତ୍ରା...
ଅସହଯୋଗ ଆନ୍ଦୋଳନ ବେଳେ ଡେପୁଟି କଲେକ୍ଟର ଭଳି ଲୋଭନୀୟ ଚାକିରୀ ଛାଡ଼ି ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବା ପରେ ଲୋକଙ୍କ ଭିତରେ ଉତ୍ସାହ ସୃଷ୍ଟି ହୋଇଥିଲା...
ମୁଣ୍ଡ ସାଙ୍ଗରେ ହାତ ନ ମିଶିଲେ ଅର୍ଥାତ୍ ବୁଦ୍ଧି ସହିତ କର୍ମର ସଂଯୋଗ ନ ହେଲେ ମନୁଷ୍ୟର ପୂର୍ଣ୍ଣାଙ୍ଗ ବିକାଶ ସମ୍ଭବ ନୁହେଁ
୧୯୦୩ ମସିହାରେ ରିଜଲେ ସର୍କୁଲାରରେ ଭାରତ ସରକାର ସମସ୍ତ ଓଡ଼ିଆ ଭାଷୀ ଅଞ୍ଚଳକୁ ଏକାଠି ମିଶାଇ ଦେବା ପାଇଁ ଚାହାଁନ୍ତି ବୋଲି ଜଣାଇ ଦେଇଥିଲେ ।
ବ୍ରିଟିଶ୍ ସରକାର ୧୮୦୪ ମସିହାରେ ଓଡ଼ିଶାକୁ ଦଖଲ କରିନେଇ ବଙ୍ଗ ପ୍ରଦେଶର ଅଂଶ ବିଶେଷ କରି ଓଡ଼ିଶା ଡିଭିଜନ୍ ନାମରେ ରଖି ଦେବାର ମାତ୍ର ୧୩ ବର୍ଷ ପରେ ବ୍ରିଟିଶ୍...
ସେଠାରେ କୌଣସି ଉନ୍ନୟନ କାର୍ଯ୍ୟ ତ ହେଲା ନାହିଁ, ପରନ୍ତୁ ସେଠାରେ ଓଡ଼ିଆ ଭାଷାକୁ ଲୋପ କରାଯାଇ ସେହି ପ୍ରଦେଶର ଭାଷାକୁ ସେଠାରେ କୋର୍ଟ, କଚେରୀ ବିଦ୍ୟାଳୟମାନଙ୍କରେ ପ୍ରଚଳନ ପାଇଁ...
ପରାଧୀନ ଭାରତରେ ଖଣ୍ଡ ବିଖଣ୍ଡିତ ଓଡ଼ିଶାବାସୀ
କେତେକ ଉଚ୍ଚ ପଦସ୍ଥ ଅଫିସ୍ର ଓ ଇଞ୍ଜିନିୟର୍ଙ୍କ ବାସଭବନ ଖାନତଲାସ କରିଥିଲେ ଓ ସେମାନଙ୍କର ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କରେ କାଗଜପତ୍ର ଜବତ କରିଥିଲେ ।
କଂଗ୍ରେସ ମନ୍ତ୍ରୀମଣ୍ଡଳ ୧୯୮୦ ଜୁନ୍ ମାସ ଠାରୁ ୧୯୯୦ ଫେବୃଆରୀ ମାସ ପର୍ଯ୍ୟନ୍ତ ପ୍ରାୟ ୧୦ ବର୍ଷ କାଳ ସ୍ଥାୟୀ ହୋଇଥିଲା ଓ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ
ପ୍ରତିବର୍ଷ ଶତକଡ଼ା ୨୫ ଭାଗ ମଦଦୋକାନ ବନ୍ଦ କରି ଦିଆଯାଉଥିଲା । ଏହା ଦୁଇ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା ଏବଂ ଏହି ମନ୍ତ୍ରୀମଣ୍ଡଳ ଚାଲିଯିବା ପରେ ଏହା ବନ୍ଦ...
ନନ୍ଦିନୀ ଶତପଥୀ ମନ୍ତ୍ରୀମଣ୍ଡଳ ୧୯୭୩ ମସିହା ଫେବୃୟାରୀ ମାସରେ ଇସ୍ତଫା ଦେବା ପରେ ୧୯୭୪ ଫେବୃଆରୀ ଏକ ବର୍ଷ ପର୍ଯ୍ୟନ୍ତ ଓଡ଼ିଶା ରାଷ୍ଟ୍ରପତି ଶାସନାଧୀନ ହେଇ ରହିଥିଲା ।
ସିଂହଦେଓ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେବା ପରେ ୧୯୭୧ ମସିହାରେ ଓଡ଼ିଶା ବିଧାନସଭା ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେଲା । ଏହା ପୂର୍ବରୁ ଭାରତର ରାଜନୀତି କ୍ଷେତ୍ରରେ ଅଦ୍ଭୁତପୂର୍ବ ପରିବର୍ତ୍ତନ ଘଟି...
ନିର୍ବାଚନ ପରେ ସ୍ୱତନ୍ତ୍ର ଦଳର ନେତା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହ ଦେଓଙ୍କ ନେତୃତ୍ୱରେ ସ୍ୱତନ୍ତ୍ର-ଜନକଂଗ୍ରେସ ମିଳିତ ମନ୍ତ୍ରୀମଣ୍ଡଳ ଗଠିତ ହୋଇଥିଲା
ଶ୍ରୀ ବିଜୁପଟ୍ଟନାୟକ ୧୯୬୧ ଜୁନ୍ ମାସ ଠାରୁ ୧୯୬୩ ଅକ୍ଟୋବର ମାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିବା ପରେ କାମରାଜ ଯୋଜନା ଅନୁସାରେ ଇସ୍ତଫା ଦେଇ ଚାଲିଯାଇଥିଲେ
ଓଡ଼ିଶାରେ ଏହି ଦ୍ୱିତୀୟ ମିଳିତ ମନ୍ତ୍ରୀମଣ୍ଡଳ ପ୍ରାୟ ବର୍ଷେ ନ' ମାସ ପର୍ଯ୍ୟନ୍ତ ଚାଲିବା ପରେ ୧୯୬୧ ଫେବୃୟାରୀ ମାସରେ ଇସ୍ତଫା ଦେଲେ
ଏକ ପ୍ରଶାସନିକ ଓଡ଼ିଆ ଶବ୍ଦକୋଷ ପ୍ରଣୟନ କରାଯାଇଥିଲା ଓ ଓଡ଼ିଆ ଟାଇପ୍ ରାଇଟର୍ ପାଇଁ ଏକ ନୂତନ କି ବୋର୍ଡ ତିଆରି କରାଯାଇ ଟାଇପ୍ ରାଇଟର୍ ପାଇଁ ଅର୍ଡର ଦିଆହୋଇଥିଲା...
ଆପଣଙ୍କ ମତାମତ