ତା ପାଇଁ ଆଶ୍ରମ ପାଲଟି ଗଲା ଅଜସ୍ର ପ୍ରେରଣାର ଉତ୍ସ, ଶାନ୍ତିର ତପୋବନ, ଦିବ୍ୟତାର ଦେବାଳୟ ଏବଂ ଭବ୍ୟତାର ଭୂ-ସ୍ୱର୍ଗ ।
ହେ ବେତାଳ, ରାଜା ଭାନୁ ପ୍ରତାପ ବୀରଭଦ୍ରଙ୍କ ସୁପାରିଶ କ୍ରମେ ହିଁ ନିତ୍ୟାନନ୍ଦଙ୍କୁ ସମ୍ଭର୍ଦ୍ଧିତ କରିଛନ୍ତି । ନିଜେ ବୀରଭଦ୍ର ଜଣେ ଧର୍ମ ପରାୟୟଣ, ସତ୍ଯନିଷ୍ଠ ଏବଂ କର୍ମପରାୟଣ ବ୍ଯକ୍ତି...
ଆୟୁଷ କ'ଣ ଗିଲାସେ ଜଳ ତାକୁ ପିଇଦେଲେ ସଙ୍ଗେ ସଙ୍ଗେ ସରିଯିବ ।
ହେଇ ଦେଖୁନ ଶବ୍ଦର ହୁତାଶନ ବହ୍ନିରେ କେମିତି ଜଳୁଛି ଶ୍ରୀଲଙ୍କା ହୁତ ହୁତ ହୋଇ
ଏମିତି ହୁଅନ୍ତାନି ମାଗଣାରେ ଉପଲବ୍ଧ ହୁଅନ୍ତା ପିଲାଦିନ ଫେରି ପାଇବାର ଆପଟିଏ
ଚାଲ ଏବେ ଦୁହେଁ ମିଶି ପାଦଦେବା ସତ୍ୟ ଏବଂ ଶାନ୍ତିର ଭବ୍ୟ ମନ୍ଦିରରେ ଯେଉଁଠି ଟୋପାଏ ଲୁହ ବଦଳରେ ମିଳିବ ଏକ ବିଶାଳ ଅମୃତର ହାଣ୍ଡି,
ପ୍ରଭୁଙ୍କ ବାଙ୍କ ଚାହାଁଣୀରେ ପଙ୍କରୁ ଜନମ ହୁଏ ପବିତ୍ର ପଙ୍କଜ, ବିଷ ପାଲଟିଯାଏ ସୁସ୍ୱାଦୁ ଅମୃତ, ପଙ୍ଗୁ ଲଙ୍ଘିପାରେ ମହା ଗିରିଶୃଙ୍ଗ, ମୁକ ଗାଇପାରେ ଶ୍ରୀଗୀତଗୋବିନ୍ଦ ।
କ୍ରମଶଃ, ସମୟ ବହିର ପୃଷ୍ଠା ଓଲଟିଲା, କାରଖାନା ଏବେ ଅସମୟେ ବୃଦ୍ଧ, ସେ ସମ୍ପୂର୍ଣ୍ଣ ନିରୁପାୟ, ମହୁଫଣାରେ ମହୁମାଛି ପରି ତା ଦେହରେ ରୋଗ ପଲ ପଲ ।
ଜହ୍ନକୁ କଣ ଦଂଶନ କରେନି କରୋନା ତା ବିଷାକ୍ତ ଦାନ୍ତରେ, ସେ କଣ ରହେନି ଏକୁଟିଆ ସଙ୍ଗରୋଧରେ ।
ଜୀବନ ଜୀବିକାର ଧାନ କ୍ଷେତ, ଧୀରେ ଧୀରେ ମଉଳି ଚାଲିଛି ଓଠରୁ ହସର କୁସମ, ଉଡି ଯାଇଛି ଖୁସିର ରଙ୍ଗୀନ ପ୍ରଜାପତି, ଶୁଖି ଚାଲିଛି ଉଲ୍ଲାସର ଚିରସ୍ରୋତା ନଦୀ ।
ଦେଉଳ ତ ଥାକ ଥାକ ଇଟା କିମ୍ବା ପଥର ନିର୍ମିତ ଏକ କମନୀୟ ସ୍ଥାପତ୍ୟ ଏକ ଧାର୍ମିକ ଅନୁଚିନ୍ତା ଯେଉଁଠି ପୂଜା ପାଆନ୍ତି ବିଶ୍ୱାସରେ ଜୀବନ୍ୟାସ ପାଇଥିବା ଏକ ମୂର୍ତ୍ତୀ
ସିଗାରେଟ୍ ପ୍ୟାକେଟ କହିଲେ ମୁଁ ବୁଝେ, ଛୋଟ ଏକ କାଗଜର ଘର ଯା ଭିତରେ ଶୋଇଥାନ୍ତି ମୃତ୍ୟୁ ଧାଡି ଧାଡି,
ସ୍ମୃତିର ପାହାଚ ଚଢ଼ି ଥକିଗଲା ପରେ ଲାଗେ ସତେ ଅବା ନୟନରୁ ଉଡି ଯାଇଛି ଆଲୋକ ରୋଷଣୀ ଛାତିତଳୁ ଖସି ପଡିଛି ବିଦୀର୍ଣ୍ଣ ହୃଦୟ ।
ବିନା କୌଣସି ପ୍ରମାଣରେ ଏଭଳି ସଙ୍ଗିନ ଆରୋପ ଏକ ଅକ୍ଷମଣୀୟ ଅପରାଧ ।
ହଁ ତୁମ୍ଭେ ଠିକ କହିଛ ପ୍ରିୟେ । ତୁମ୍ଭେ ଜାଣି ପାରୁନାହଁ ଏହା ସମ୍ପୂର୍ଣ ସତ୍ୟ, ଏହାର ମଧ୍ୟ କାରଣ ଅଛି
ସେ ନଦୀ ଆମ ମାଆ ଗଙ୍ଗାମାତା ତା ନାଆଁ
କାଲୁ ବିହାରୀର ସ୍ୱଭାବ ଅତି ଶାନ୍ତ ଏବଂ ସରଳ । କଥାବାର୍ତ୍ତା ମଧ୍ୟ ଅତି ସୁନ୍ଦର । ମୋଟ ଉପରେ କାଲୁ ଅତ୍ୟନ୍ତ ମେଳାପୀ ।
ଯେତେବେଳେ ମୋ ନିଦ ଭାଙ୍ଗିଲା ଜାଣିଲି ଏହା ଏକ ସ୍ୱପ୍ନ ଥିଲା, ସ୍ୱପ୍ନ ବି ଏତେ ଭୟଙ୍କର ସତ କହିପାରେ ମୋ ହେତୁରେ ନ ଥିଲା ।
ଜଙ୍ଗଲ ଆଜି ରକ୍ତାକ୍ତ ମଣିଷର ଟାଙ୍ଗିଆ ଚୋଟରେ ।
ଅନ୍ଧାର ଆସିଲେ ଖସିପଡ଼େ ଆକାଶ, ଶୋଇପଡନ୍ତି ବନଗିରି, ପଶୁପକ୍ଷୀଗଣ ମାଆମାଟି ପଣତକାନିରେ, ସୂର୍ଯ୍ୟଙ୍କ ଡରରେ ଲୁଚିଥିବା ତାରାମାନେ ନାଚି ନାଚି ଗୀତ ଗାଆନ୍ତି ଜହ୍ନମାମୁଁ ପିଣ୍ଡା ତଳେ ତଳେ ।
ଆପଣଙ୍କ ମତାମତ