କବିତା

ନାରୀ ତରଙ୍ଗିଣୀ

Prasanta Kumar Behera's odia poem Naari Taranggini

ସେ ମୁକୁଳି
ପଡିଲେ
ଖେଳିଯାଏ କଦମ୍ବର ବାସ,

ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ନାରୀ ଏକ
ଭାବଭୂମି
ଭାବଫୁଲର ଉଦ୍ୟାନ,

ନାରୀ ଏକ
ରସ ଝର
ସ୍ୱର୍ଗର ନନ୍ଦନ ବନ ।

ଭାବ ସିଞ୍ଚନରେ
ଫୁଟିଥାଏ
ସହସ୍ର ଗୋଲାପ ତହିଁ,

ସମର୍ପଣ କଲେ
ଆପଣାର ମନ
ମଳୟ ଯାଅଇ ବହି ।

ସେ ମୁକୁଳି
ପଡିଲେ
ଖେଳିଯାଏ କଦମ୍ବର ବାସ,

ସେ ବାସେ
ମୋହିତ ଭ୍ରମର
ଖୋଜିବୁଲେ ମଧୁ ଉତ୍ସ …..

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top