ବାପା, ମା’ ବୃଦ୍ଧ ଜନ,
ଘରେ ରଖି ଯତ୍ନ ନିଅ ବହନ ହେ
ତାଙ୍କୁ ନ କରିବ ହିନି ମାନ …
ସୁଜନ ହେ …
ତାଙ୍କରି ଋଣ ଶୁଝିବା
ସ୍ନେହ-ଋଣ ଆମେ ସନ୍ତାନେ ଦେବା ହେ
ଆସ ସୁଖୀ ସମାଜ ଗଢିବା
ସୁଜନ ହେ
ତାଙ୍କରି ଋଣ ଶୁଝିବା
ସ୍ନେହ-ଋଣ ଆମେ ସନ୍ତାନେ ଦେବା ହେ
ଆସ ସୁଖୀ ସମାଜ ଗଢିବା
ସୁଜନ ହେ
ବାପା, ମା’ ବୃଦ୍ଧ ଜନ,
ଘରେ ରଖି ଯତ୍ନ ନିଅ ବହନ ହେ
ତାଙ୍କୁ ନ କରିବ ହିନି ମାନ …
ସୁଜନ ହେ …
ତାଙ୍କରି ଋଣ ଶୁଝିବା
ସ୍ନେହ-ଋଣ ଆମେ ସନ୍ତାନେ ଦେବା ହେ
ଆସ ସୁଖୀ ସମାଜ ଗଢିବା
ସୁଜନ ହେ