ଏବେ ତମେ ବାହାରିଛ, ଯିବ ବୋଲି, ମୋତେ ଛାଡ଼ିଦେଇ ଏକାଏକା, ଆମ ରାସ୍ତାରେ, ମୁଁ ଏକାକୀ ଚାଲିବି ବୋଲି, ମୋ ସହମତି ପାଇଁ ମୋତେ ଅନେଇଛ !
ଜୋଛନାରେ ଜଳି, ତମ ମୁଁହ ଭାସୁଥାଏ ସମୁଦ୍ରରେ, ଚିକିଚିକି ଅସଂଖ୍ୟ ଜ୍ୟୋତିରେ ସେଇମିତି ସବୁ ପୂର୍ଣ୍ଣିମାରେ
ତମେ ମୋ ପାଇଁ ଜଳିପୋଡ଼ି ପାଉଁଶ ହେଇ ଯାଅନା !!
ତୁ, ତ ଚିହ୍ନିଥିବୁ ପ୍ରତି ଇଞ୍ଚ ଦେଖିବାଟା କଣ ବାକି ଥାଏ ଚିହ୍ନିବାରୁ ପରା ଆରମ୍ଭ ହୁଏ ଲୋ ଚଉଠି
ମୁଁ ଜହ୍ନ ପରି ଜର୍ଜରିତ କଇଁର ପ୍ରେମରେ ସଜେଇ ହେଇ ଯିଏ ଅପେକ୍ଷା କରେ ସାରା ରାତି ମୋ ପାଇଁ ବିନା ଇସାରାରେ
ଢଳ ଢଳ ଆଖିରେ ତମର ଲୁହ ଲୁଚେଇବାର ଚେଷ୍ଟା ମନେ ପଡ଼େ
ଝରିଯିବା ତ ନିୟତି । ନିୟତିକୁ ଟାଳି ନ ପାରିବାର ଅସହାୟତା ବି ଆପଣେଇ ପାରେନି, ବୁଝେଇ ପାରେନି ଏ ଭୟକୁ । ସବୁ କିଛି ଅଟକି ଯାଆନ୍ତା କି,...
ଜୀବନକୁ ସରଳ ସୁନ୍ଦର ରଖିବାରେ ସ୍ୱାସ୍ଥ୍ୟର ଭୂମିକା ଖୁବ ବେଶୀ ।
ହସୁଛି ଫେଁ'କିନା, ଝରଝର କାନ୍ଦି ପକଉଚି କଥାଟେ କହିବା ଲାଗି, କେତେ ଫୁଲେଇ ହେଉଚି
ତମେ କେମିତି ତାକୁ ଅଟକେଇ ଉଭାନ କରିଦିଅ, ଚଳୁ କରିଦିଅ
ନିଦ୍ରା ହଜେ ତମ ଆଲିଙ୍ଗନେ, ନମନୀୟ କଳାର ପିତୁଳା ଗଢ଼ି ହୁଏ ପଦପରେ ପଦ ଯେତେ, ଅର୍ଥହୀନ ବୁଭୁକ୍ଷୁ କବିତା
ତମ ହସ ଶୁଭେ ପରଜାପତିର ହସ
ତମକୁ ପାଇବା ଆଶାରେ ଅବାଟ ବାଟ ପାଲଟେ ବାଟ ଅବାଟ . ତମକୁ ବୁଝିବା ଆଶାରେ ନିଜେ ନିଜ ପାଖେ ଅବୁଝା ମୁଁ ହୁଏ ହେଲେ ତମକୁ ଖୋଜିବା ଚାଲିଥାଏ...
ଗୋଧୂଳି ଯାଇ ସଂଜ ହେଲା ରାତି ଲୁଚେଇଦେଲା କୃଷ୍ଣଚୂଡ଼ାର ରଙ୍ଗ ତୁ ଫେରି ନ ଥିଲୁ ମାଡ଼ି ମାଡ଼ି ପଡ଼ୁଥିଲା ସଂଜର ଶୁନ୍ୟତା ତୋ ବାଟକୁ ଅନେଇ ସ୍ଥିର ହେଇଯାଇଥିଲେ...
ସବୁ ନ ହେଲେ ବି ଅଧିକାଂଶ ଆତ୍ମହତ୍ୟାର ପ୍ରତିରୋଧ ସମ୍ଭବ । ଏହା ଏକ ପ୍ରକ୍ରିୟା, କୋଣସି କାରଣରୁ ଆରମ୍ଭ ହୋଇ ଧୀରେ ଧୀରେ - “ମୃତ୍ୟୁ ବିଷୟରେ ଚିନ୍ତା,...
ମୋର ସବୁ ଆବରଣ ପରସ୍ତ ପରସ୍ତ ରଙ୍ଗ ହଜିଗଲା ସେଠି ତମ ଭରସାର ଆଶ୍ୱସ୍ତିରେ
ତିନିଜଣ ସଂରକ୍ଷଣକାରୀଙ୍କର ପ୍ରାୟ ୨୦୦ ଘଣ୍ଟାର କଷ୍ଟସାଧ୍ୟ କାମ ପରେ ବିଗ୍ରହ ଗୁଡିକର ରୂପ ସଜ୍ଜା ପୁଣିଥରେ ପୂର୍ବପରି ହୋଇଥିଲା । ଏଥିରେ ଅତ୍ୟାଧୁନିକ ସଂରକ୍ଷଣ ଟେକ୍ନିକ୍ସବୁର ଉପଯୋଗ ହୋଇଥିଲା...
ମୋ ଦୁଃଖ ମୋର ମୋ ଏକାନ୍ତ ନିଜର ସେଥିରେ ଭାଗ ନାହିଁ, ଟିପେ ହେଲେ ବି ତମର ।
ଆଉ ଟିକେ ଗଭୀର ହେଲେ ରାତି ଭାରୀ ଲୋଭନୀୟ ହାତ ଠାରି ଡାକେ – ‘ଆ, ମିଶି ଯା ମୋ ଭିତରେ’ ଏଠି କିଛି ଭେଦାଭେଦ ନାହିଁ ଉଚ୍ଚ ନୀଚ...
ଆମେ ଖାଲି ବଞ୍ଚୁଥିବା ଦିନରେ ଦିନରେ, ବର୍ଷ ବର୍ଷ ଶୁଭ୍ର କେଶ, ଲୋଳିତ ଚର୍ମରେ ଯଷ୍ଟି ଆଉ ସାହାରା ପର୍ଯ୍ୟନ୍ତ ।
ମୁଁ ଏମିତିକା ଏକ ବନ୍ଦ କୋଠରୀରୁ ତମକୁ ଦେଖିଲା ବେଳେ, ମୋର ମନେ ହୁଏ ଭୂମା ତମେ ରହି ଅଛ ପୁରି, ମୋ ଚାରିଆଡ଼େ
ମୁଁ କଣ ସମୟର ଅଧୀନ ଯେ କାଳକ୍ରମେ ତମେ ହଜିଯିବ ମୋ ଆକାଶରୁ !
ଜାୟାର ବାହୁ ପାଶରୁ ମୁକୁଳି ନିଶ୍ୱାସ ଫେରେଇବା ପାଇଁ ଅନ୍ଧାରରେ ଖୋଜୁଥିବି ତମ ନିରୀହ ଆଖି ଦୁଇଟି
କୋଭିଡ-୧୯ ସମୟରେ ଯଥା ସମ୍ଭବ ସତର୍କ ରହି, ନିଜ ସ୍ୱାସ୍ଥ୍ୟକୁ ଜଗି, ନିଜ ସାମାଜିକ ବ୍ୟବହାରରେ ଆବଶ୍ୟକ ହେଉଥିବା ପରିବର୍ତ୍ତନ ଆଣି, ଆପଣ ଏ ମହାମାରୀରେ ସୁରକ୍ଷିତ ରହି ପାରିବେ...
ତମେ ତାକୁ ହତାଦର କର ବୋଲି ତା ଦୁଃଖ- ମୋ ଦୁଃଖ ଯୋଡ଼ି ହେଇ ଭିଜିଯାଏ ଦୀପର ସଳିତା ।
ଲାଗୁଛି ତମେ ଉଭେଇ ଯାଉଛ ସମୁଦ୍ର ଭିତରେ, ଭଟ୍ଟା ପରି ନୀରବରେ ।
ଅନ୍ୟର ଅସୁବିଧା କଥା ଶୁଣିଲେ ଲୋକେ ସାଧାରଣତଃ ସାହାଯ୍ୟ କରିବାକୁ ଉପାୟ ବତାନ୍ତି; ଓ ଏମିତି ଯିଏ ଯାହା କହିଲା ସେ ଉପାୟ ବି ଲୋକେ କରନ୍ତି ।
ଅଧା ସ୍ୱପ୍ନ ବଦଳରେ ନିଦ କିଣି ବାହାରିଛି ମୁଁ ଚାଲ ଆମେ ସାଥିରେ ଶୋଇବା !
ତମ ପାଇଁ ମୋର ସବୁ ସ୍ୱପ୍ନ, ଅସୁମାର ଆଶାସବୁର ମରୀଚିକାକୁ ଜୁଇରେ ଜଳେଇ ମୁଁ ଏବେ ଅତୀତକୁ କବର ଦେଇଛି
ତମେ କଣ ଦୁଃଖରେ ଅଛ କି ମନୀଷା ତମ ଦୁଃଖ କଣ କହି ଦେଲା ପରି ଭାଗ ଦେଇପାରିବା ପରି
ହୁଏତ ଗଜୁରି ପାରେ ସେଠି ମୋର ଆତ୍ମା ଜଳିଥିଲା ଯହିଁ ମୋର ଏନ୍ତୁଡ଼ି ଓ ଜୁଇ
ମୃତ୍ୟୁ ସର୍ବସ୍ରଷ୍ଟା ଭଗବାନଙ୍କର ଜୀବଜଗତକୁ ଏକ ମହତ୍ୱପୂର୍ଣ୍ଣ ଆଶୀର୍ବାଦ । ଜୀର୍ଣ୍ଣ ଦେହର ଦୁଃଖ, କଷ୍ଟ, ଜଞ୍ଜାଳର ଅବସାନପାଇଁ, ମୁକ୍ତିପାଇଁ ମୃତ୍ୟୁ ଏକ ବରଦାନପରି ।
ତମ ନୀରବତା - ଜହ୍ନରାତି ସମୁଦ୍ରର ଢେଉ - ମୋ କାକଳି ପାଇଁ ଜୀଇଁ ଥାଉ - ଜୀଇଁ ରହିଥାଉ ତମ ନୀରବତା ଜହ୍ନରାତି ।
ତମ ବିନା ପୃଥିବୀକୁ ଭଲ ପାଇବାଟା ମିଛ ମିଛ- ନା ଅଛି ହୃଦୟ, ନା ମନ ନା କିଛି ଅନନ୍ୟ ଆତ୍ମୀୟତା ଖାଲି ଛଳନା ଓ ଆତ୍ମ ପ୍ରବଞ୍ଚନା ।
ଅସହ୍ୟ ହୋଇଯାଇଥିବା ସମ୍ପର୍କରେ ଜୀବନ ଜଳିପୋଡ଼ି ପାଉଁଶ ହୋଇଯିବା ପୂର୍ବରୁ ସେମାନଙ୍କୁ ସମାଜ ଏକ ମାର୍ଜିତ ଓ ଗ୍ରହଣୀୟ ପଦ୍ଧତିରେ ସାହାଯ୍ୟ କରିବା ଉଚିତ ।
ଓଦା ଓଦା ପବନରେ ଦୋଳିରେ ଝୁଲିବା ବେଳେ ଘୁଞ୍ଚି ଆସେ ମେଘ ଦୂରାଏ ଆକାଶ
ସମୁଦ୍ର ଘୁଞ୍ଚି ଯିବା ପରେ ଶାମୁକାର ଖୋଳ ପରି ମୋ ଉଦାସ ଏକାକୀତ୍ୱ ତମ ଅବର୍ତ୍ତମାନରେ
ସମ୍ପର୍କର ଅସୁବିଧା ପାଇଁ ପ୍ରଥମେ କ୍ଷମା ମାଗି ନେବାରେ କିଛି ଅସୁବିଧା ନାହିଁ – ନିଜ ମନ ହାଲୁକା ହେଇଯିବ – ପରେ ମତାନ୍ତରର କାରଣ ଉପରେ କଥାବାର୍ତ୍ତା କରି...
ମୋ ସ୍ୱପ୍ନ ସବୁ ରୂପ ନିଏ ତମ ଦେହ ଅଗଣାରେ ସଜେଇ ତମକୁ ନାଲି ନୀଳ ଓଢ଼ଣା ଜରିରେ ।
ସ୍ଫଟିକ ସ୍ଵଚ୍ଛ ଶାନ୍ତିର ସଂଜ୍ଞା ଦୁଃଖରେ ଲୁଚିଥାଏ ସେ ନଈର ପାଣି ପରଶର ମଣି ଜୀବନକୁ ଧନ୍ୟ କରେ ।
ଭାଷା ଓ ସାହିତ୍ୟକୁ ବଞ୍ଚେଇରଖିଲେ ହିଁ ଜାତି ଆଉ ସମାଜର ସଂଜ୍ଞା ଜୀବିତ ରହିବ । ଭାଷା, ସାହିତ୍ୟ ହଜିଗଲେ ଜାତିର ଗର୍ବ ଗୌରବ ଲୁଚିଯିବ । ଏଥିପାଇଁ ସମସ୍ତେ...
ଚେତା ଫେରିବା ବେଳକୁ କବିତା ହସୁଥିଲା- କହିଲା ମୋ ବାହାଘରକୁ ଆସିବ ।
ଫଗୁଣର ସକାଳିଆ ଖରା ପରି ତା ହସ ମାପିଚୁପି ନିମିଷକ ପାଇଁ ଆସେ ଯୁଗର ଖୋରାକ ଦେଇ ମହକେଇ ମନ ଓ ଅନ୍ତର ।
ତା ଭିତର ଦେଇ ଧୁଆଁଳିଆ ଲୁହର ବାମ୍ଫରେ ବତୁରା ମୋ ମନ ନିରବ ନିଶ୍ଚଳ ପଡିରହେ - ମୁର୍ଦ୍ଦାରର ଇଚ୍ଛା ପରି
ମଜା ଲାଗେ ହାରିବାକୁ କୁଆଁରୀ ପଣିଆ ଅପହଞ୍ଚ ଖରାବେଳେ ଅବା ରାତି ଥାଇ ନିଦ ଭାଙ୍ଗିଗଲେ ସକାଳର ଅଳସ ଶେଯରେ ମନେହୁଏ ଯାହା ସବୁ କବିର କବିତା ପରେ ପରେ...
ଯେଣୁ ହଜିଗଲେ ଥରେ ଆଉ ମିଳେ ନାହିଁ ଆର ଜନମରେ ଏ ଜୀବନ ଜୀଇଁ ହୁଏ ନାହିଁ !
ଆପଣଙ୍କ ମତାମତ