ଆଗୋ ବିଭାସିନୀ ବିରହିଣୀ ମୃଗାକ୍ଷୀ ସଖି ମୋର ତମେ ମନାସିବ ମୋ ପାଇଁ ମଧୁ ପ୍ରୀତି ଝର ।
ମୋତେ କହୁଛନ୍ତି ଆସିବା ପାଞ୍ଚ ମିନିଟ୍ ଡେରି ହୋଇଗଲା, ତେଣୁ ଆଉ ଆଡ଼ମିଶନ ହେଇ ପାରିବନି । ମୁଁ ବହୁ କଷ୍ଟ କରି ଫାଷ୍ଟ ଡ଼ିଭିଜନ ପାଇଛି । ଆଜି...
ଲାଜବତୀ ଆଗୋ ମଉନାବତୀ ଜବାଓଠେ ତମ ଚୋରା ସନ୍ଦେଶ
ସେ ମୁକୁଳି ପଡିଲେ ଖେଳିଯାଏ କଦମ୍ବର ବାସ,
ତମ ଚାହାଣି ଓ ଜବା ଓଠ ହସ ମୋ ପାଇଁ ଯାତନା ଖାଲି
ଚାହିଁ ଦେଖ ଗୋ ସଜନୀ ଆସିଛି ମୁଁ ଦେବଦାସ, କୋଳେ ମୋତେ ନିଅ ସଖୀ ଆଗୋ , ମୋ ପାରୁ, ମୋ ଚନ୍ଦ୍ରା ଚାରୁହାସ .....।
( ସ୍ମୃତିରେ ଶ୍ୟାମସୁନ୍ଦର ---- ୧୧/୧୧/୨୦୨୨ରିଖରେ ସ୍ୱର୍ଗତ ଶ୍ୟାମସୁନ୍ଦର ରାଉତଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ .... ) ।
ଆଖିଆଗରେ ଦେଖାଅନି ତୁହାକୁ ତୁହା ମୁଣ୍ତ କଟାର
ଟିକି ବୋଉଙ୍କୁ ଜଡ଼ିତ କରି ଗାଁରେ ଥିବା ସମୟରେ ମୋର ମାତ୍ର ଚାରି ବର୍ଷରେ ବହୁ ସ୍ମୃତି ରହିଛି ।
ମନେ ନାହିଁକି ଗୋ ପ୍ରିୟା ଗତ ମୌସୁମୀରେ ଝରିଯାଇଥିଲି ଚାତକ ତନୁରେ ତୋର, ହଜିଯାଇଥିଲି ତୋ ମରୁଦ୍ୟାନରେ ପିଇ ତୋ ଅମୃତ ଝର ।
ବିଗତ କେଇ ବର୍ଷହେଲା ଏଠି ଗୋଟେ ସରକାରୀ ହାଇସ୍କୁଲରେ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରି ଆସୁଛନ୍ତି
ମୋ ଆତ୍ମାକୁ ପ୍ରଶାନ୍ତି ଦେଉ କାମନା ବିକ୍ଷୁବ୍ଧ
ତେଜିଦେଲି, ଦେଖ କିପରି ଜଳୁଛି ସଳିତା ମୋ ରସସ୍ନାତା
ପଲକ ନପଡୁ ତମ ହରିଣୀ ନୟନେ ଚାହାଣି ମଦନ ଶର
ମୋ କକ୍ଷେ ଖେଳିଗଲା କଦମ୍ବ ଲହରୀ ଉଷା ଉର୍ବଶୀ ବିବସନା ମୋ ବକ୍ଷେ ଆଙ୍କିଦେଲା ପଦ୍ମପାଦ ଶିରୀ
ସେ ଦୁଇ ଓ଼ଠୁ ସୁଧା ଝରୁଅଛି ମୁଁ ଚାତକ ତୃଷା ଅଧୀର ।
ମୁଁ ବଞ୍ଚିଛି ତମ ଶୃଙ୍ଗାର ସୀତ୍କାରେ ତମ ପ୍ରେମଝରଣାର ଉର୍ମିରେ,
ହଇରେ ତେଣେ ଅନାଇଁ କଣ ଭାବୁଛୁ ? ସେ ଭେଣ୍ତିଆ ଟୋକାଟେ ହୋଇ ବାରଦ୍ୱାର ବୁଲିବୁଲି ହାତପତାଇ ମାଗି ଖାଉଛି । ଯିଏ ଥରେ ମାଗିକି ଖାଇଲାଣି ସେ ଆଉ...
ତମ କଣ୍ଠେ ଦେବି ମାଳା ତୋଳି ପ୍ରେମର ଗୋଲାପ ତମ ସ୍ବର୍ଣ୍ଣ ମସ୍ତକରେ ଦେବି ମୋ ପ୍ରେମର ପବିତ୍ର ପ୍ରଲେପ
ମୌନାବତୀ ଅଳକାଗୋ ଏବେ ଟିକେ କଥା କହ କଥା କହ
ମୁଁ ପଢିଥିବା ସରକାରୀ ସ୍କୁଲରେ ମୋ ପୁଅ ବି ପଢିଛି, ନାତି ନାତୁଣୀ ବି ପଢୁଛନ୍ତି , ଏମିତି ହେଲେ ବୋଧେ ଆମ ଗର୍ବଟା ବହୁଗୁଣିତ ହୋଇଯିବା ସହିତ ସରକାରୀ...
ହଉ ଯା, କଟକରେ ପହଞ୍ଚି ମୋତେ ଫୋନ୍ ରେ ଜଣାଇଦେବୁ । " ହିଁ ମୋ ପାଇଁ ଏମିତି ଆଶୀର୍ବାଦ ହୋଇ ଠିଆ ହେଲା , ଯାହା ଫଳରେ ଏତେବଡ...
ତେବେ ଏସବୁ ବିଷୟକୁ ଲକ୍ଷ୍ୟକଲେ ଜଣାଯାଏ ଯେ, ଏହି ଏକ୍ମୋ ଚିକିତ୍ସା ଖୁବ୍ ବ୍ୟୟ ବହୁଳ ଆଉ ଏଥିପାଇଁ ସର୍ବନିମ୍ନ ଆବଶ୍ୟକତା ହେଇଛି ଦେଢକୋଟିରୁ ଉର୍ଦ୍ଧ୍ବ ଟଙ୍କା
ରାଜ୍ୟ ସରକାରଙ୍କର ଏହି ଦ୍ରୁତ ଟୀକାକରଣ ନିଷ୍ପତି ନିଶ୍ଚିନ୍ତ ଭାବରେ ଖୁବ୍ ସ୍ୱାଗତଯୋଗ୍ୟ ।
ଇଏ ଆମର ଭାରି ପାରଂଗମ । ସ୍କୁଟି ଟା ନେଇ ହେଇ ଗଲେ ତ, ମଟନ୍ ନେଇ ପଳାଇ ଆସିଲେ । ଯାହା କୁହ ରବିବାର ମଟନ୍ ନ ହେଲେ...
ତମ ମୋହନ ବଂଶୀର ବେପଥୁ ତରଂଗେ ରାଧା ଅପଘନେ କଦମ୍ୱ ଫୁଟେ ।
ଶାଶ୍ବତ ପ୍ରେମର ପୁଲକ ଉଚ୍ଛ୍ୱାସେ ହୃଦୟେ ବେପଥୁ ଭରୁ
ସଦାକୁ ପୁଲିସ୍ରେ ଦିଆ ନଯାଇ, ଭଲକରି ଉତ୍ତମ ମଧ୍ୟମ ଦେଇ, ସାତ ବେଣ୍ଟିଆ ଲଣ୍ତାକରି, ମୁଣ୍ତରେ ଚୁନ କଳା ବୋଳି, ବେକରେ ଛିଡା ଯୋତାମାଳ ପକାଇ ସାରା ପଞ୍ଚାୟତର ଦଶଖଣ୍ତ...
ହେଲେ ଆଜି ବସିଥିଲି ସେଇ ବିଶ୍ୱ ବିଜୟୀ ବୀରଙ୍କ ସେଇ ପ୍ରତିମୂର୍ତ୍ତି ତଳେ ଠିକ୍ ସେଇ ଜାଗାରେ
ସାର୍ଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇବାକୁ ସାହାସ ଜୁଟାଇ ନପାରି ହ୍ଵାଟ୍ସଆପ୍ରେ ମେସେଜ୍ କରି ଅଭିନନ୍ଦନ ଜଣାଇଲି । ଖୁବ୍ ଖୁସିହେଲି ସାର୍ଙ୍କ ରିପ୍ଲାଏ ମେସେଜ୍ ଦେଖି, ଯେଉଥିରେ ସାର୍...
କହିଥିଲ ----- ଯେବେ ସଂଧ୍ୟା ଢଳି ଢଳି ଯାଉଥିବ ସେତେବେଳେ ତୁମେ ତୁମ ଗଣ୍ତଦେଶ ମୋ ଅଧରେ ସମର୍ପି ଦେବ ।
ଏ ଘନ ରାତିରେ ଅଂଚଳ ଭିଡୁଛୁ ଚିତ୍ତ ଚୋର ଲମ୍ପଟିଆ
କହିକି ପାରିବ କାହିଁକି ହେ ବନ୍ଧୁ ମୋ ଛାତିରେ ଲହରୀ ଉଠେ ପଶ୍ଚିମ ଗଗନେ ସୁରୁଜ ନଇଁଲେ ଛାତିରେ ଛନକା ପଶେ
ପ୍ରବାସୀ ଶ୍ରମିକମାନେ କରୋନା ଆରମ୍ଭରୁ ଯେମିତି ଅନ୍ୟରାଜ୍ୟରୁ ନିଜ ଘରକୁ ଆସିବାକୁ ବ୍ୟଗ୍ର ହେଉଥିଲେ, ଏବେ କରୋନା ତା' କାୟା ସବୁଆଡେ ବିସ୍ତାର କରିସାରିଥିଲେ ବି ନିଜ ଜୀବନକୁ ଗୌଣ...
ମୁଁ ହଁ ବୋଲି ମୁଣ୍ତ ହଲାଇ ଗୋଟେ ମନଖୋଲା ହସ ହସିଦେଇ ବାଇକ୍ରେ ଶେଷ ଗିଅର୍ ଲଗେଇଦେଲି ।
ଅନେକ ଅଭୁଲା ସ୍ମୃତିର ଗନ୍ତାଘର ସାଜି ସାଇତି ରଖିଛି କେତେ ପ୍ରେମୀଙ୍କର ହୃଦୟର କମ୍ପନକୁ ତା' ନିଜ ଛାତିରେ .......
ତୋ ଦେହ ଦେହଳୀର ବଂଧନ ଭିତରେ ମୋ ରସରାସ ଚାରୁକ୍ଷେତ୍ର ।
ରଜନୀ ନନାଙ୍କୁ ଦେଖିଲେ ମନେହୁଏ ଏ ସୃଷ୍ଟି କେଡେ ବୈଚିତ୍ରମୟ ଆଉ ତାଙ୍କୁ ଯିଏ ଏମିତି କରି ଗଢିଛି ସେ କେତେ ବୈଚିତ୍ରତମ ! ମନରେ ସମୟେ ସମୟେ ପ୍ରଶ୍ନ...
ସ୍ୱପ୍ନରେ ତୋଳିଦିଏ ସେ ଅସଂକ୍ଷ ତାରା ଏଲୋରା ରୁ ଅଜନ୍ତା ।
ନୂଆ ନୂଆ ଆସି ଆସ୍ଥାନ ଜମାଇବା ପୂର୍ବରୁ ଖୁବ୍ ଭୟଭିତ କଲୁ ବ୍ୟାମଯାନରେ ଧନିକ
ତମ ପ୍ରାସାଦର ବାଲ୍କୋନିରେ ନା ରତ୍ନପଲଙ୍କରେ ଅବା ସିଂହାସନମାର୍କା ଚୌକିରେ ?
ମହୁର ଲୋଭରେ ଉଡି ମୁଁ ଚୁମ୍ୱିଲି ତୋ ଅଧର କୁସୁମ ଯେବେ ମଧୁର ଦଂଶନ ପାଇବାକୁ ତୋ'ର ଆଶା ମୁଁ ରଖିଲି ସେବେ ।
କେନ୍ଦ୍ରର ସ୍ୱାସ୍ଥ୍ୟ ସମ୍ୱନ୍ଧିୟ ଯୋଜନା ଆୟୁସ୍ମାନକୁ ଏ ଯାଏ ଆପଣାଇ ନଥିବା ରାଜ୍ୟ ସରକାର ଏଇ ସଂଶୋଧିତ ମୋଟର ଯାନ ଆଇନିକୁ କାହିଁକି ସଙ୍ଗେସଙ୍ଗେ ହଁ କଲେ ?
କଥାଠୁ ବେଶୀ ମନଛୁଆଁ ତମ ହାତ ଲେଖା ସେଇ ସବୁ ପ୍ରେମ କବିତା ।
ହେଲେ କଣ ପାଇଲା ସେଇ ହତଭାଗିନୀ ? ତା' ରୂପ ସୌନ୍ଦର୍ଯ୍ୟ ପାଇଁ ସେଠି ହୋଇଗଲା ଦୁଷ୍କର୍ମର ଶିକାର ।
ସ୍ୱର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ଯୋଜନାରେ ଦେଢ କୁଇଁଟାଲ୍ ରଡ ଝାଉଁ କାଠରେ ପୋଡା ହୋଇଗଲା ପରେ ସବୁଦିନ ପାଇଁ ଏଇ ସଂସାରରୁ ତାଙ୍କ ନାଆଁ ଲିଭିଯିବା ଫାଇନାଲ୍ ।
ମୋ ଉଦ୍ଦେଶ୍ୟ ହେଉଛି ମୋ ଛାତ୍ରକୁ ମୁଁ ଦୁଇ ଚାରିଟା ଚଟକଣା ମାରି ସେ ଭାଇଙ୍କୁ ହାତ ଯୋଡି ଭୁଲ୍ ମାଗିବାକୁ କହିବି ଆଉ ତାପରେ ସେ ଯୁବକଙ୍କୁ ବୁଝାଇବି...
ତମର ମିଛ ମିଛ ରାଗ ଢେର୍ ସାରା ଅଭିମାନ ତମ ଓଠର ସେହି ଅମୃତବୋଳା ହସ ଆଉ ଆତ୍ମୀୟତାରେ (??) ଭର୍ ପୁର୍ ସେଇ ମାଦକ ଭରା ଚାହାଣି ।
ବ୍ୟାଙ୍କ କର୍ମଚାରୀ ଜଣଙ୍କ କହିଲେ, " ଏ ବ୍ରାଞ୍ଚ୍ ଏଟିଏମ୍ ର କ୍ୟାମେରା ଖରାପ ଅଛି । "
ଯେଉଁଦିନ କୌଣସି ଦୁଗ୍ଧ ସେଣ୍ଟରରୁ ନିମ୍ନମାନର ଦୁଗ୍ଧ ଆସିଲା, ତେବେ ସେ ସେଣ୍ଟରକୁ ସେଦିନ ଦୁଗ୍ଧ ବାବଦକୁ କୌଣସି ଅର୍ଥ ପ୍ରଦାନ କରାଯିବ ନାହିଁ ।
ତମେ ସବୁବେଳେ ତ ସେଇ କଳ୍ପନା ରାଜ୍ଯର ରାଜକନ୍ୟା ପରୀ ରାଇଜର ଅପ୍ସରା ତମକୁ ନେଇ ଆକାଶବ୍ୟାପୀ କଳ୍ପନାରେ ହଜେ ଅଥଳ ତଳ ସମୁଦ୍ରରୂପୀ ସ୍ୱପ୍ନରେ ବୁଡେ ।
ନାଇଁ, ସେଦିନ ସେମିତି କିଛି ହୋଇ ନଥିଲା । ସେ ବିଧାୟକ ଜଣଙ୍କ ବହୁତ ଭଲ ଲୋକ । ସେ କେବଳ ଶ୍ୱାନ୍ତନା ଦେବାକୁ ଯାଇ ମନୋଜର ମୃତ ଶରୀର...
ବାରମ୍ବାର ସ୍ୱାର୍ଥ ପାଇଁ ଅନ୍ୟକୁ କିପରି ହତ୍ୟା କରାଯାଏ ତାକୁ ବି ଅନୁଭବ କଲି ?
ବାରମ୍ବାର ମୋ ମନକୁ ହତ୍ୟାକରି ଚାଲିଛ ସବୁ ସ୍ଥିତିରେ ମୁଁ ପାଲଟି ଯାଇଛି ଗୋଟେ ପରାଜିତ ଓ ଲାଞ୍ଛିତ ନାରୀ ।
ଯେଉଁ ପୁଅ ଉପରେ ତା ମାଆ ବାପାଙ୍କର ଆଶୀର୍ବାଦ ଥାଏ, ମାଆକୁ ଯେଉଁ ପୁଅ ଖୁବ୍ ଖୁସିରେ ରଖେ ସେ ପୁଅ କୁଆଡେ ଯେଉଁ ମାଟିରେ ହାତ ଦିଏ ସେଇ...
ତମେ କିନ୍ତୁ ପୁରା ଓଲଟା ସବୁବେଳେ ତର୍କ ବୁଝି ନ ବୁଝିବାର ଛଳନା କରି ମୋ ହୃଦୟକୁ କ୍ଷତାକ୍ତ କରି ଚାଲିଛ ।
ସତ କହିଲ ତମ ଭଲପାଇବା କଣ ଖାଲି ଅଭିନୟ ଥିଲା ?
ବୋଧହୁଏ ସେମାନେ ସ୍ୱାମୀ ସ୍ତ୍ରୀ ଥିଲେ । ସ୍ତ୍ରୀ ଲୋକଟି ଏମିତି ଠାଣିରେ ତା ସ୍ୱାମୀକୁ ଡାକୁଥିଲା ସତେ ଯେମିତି ସେ ଟ୍ରେନ୍ ତାକୁ ଦେଖି ଡରିକି ଠିଆ ହୋଇଯିବ...
ସତରେ ତୁମେ କଣ ଏ ଯାଏ ଏତିକି ଜାଣିନ ? ତୁମ ଶରୀର କେବଳ ତୁମର ତା' ଉପରେ ଆଉ କାହାର ବି କୌଣସି ପ୍ରକାର ଅଧିକାରର ପ୍ରଶ୍ନ ହିଁ...
ମନେ ପକାଇଲେ ଦୁଶୁଛି ଖାଲି ଗୁଡେ ବିଶ୍ୱାସଘାତକତା । ଭଲ କଣ ଆଉ କିଛି ବି ମନରେ ନାହିଁ । ଏତେ ଅପମାନ କେବେ କେହି ବି କରିନାହାନ୍ତି ।...
ଯାହା କିଛି କମିଛି ସବୁ ତମ ଭିତରୁ, ଦିନ ଆସିବ ତମେ ଦେଖିବ ଓ ଜାଣିବ ବି ଏମିତି କେମିତି ଅନ୍ୟାୟ ଭାବରେ ମୋତେ କଷ୍ଟ ହିଁ ଦେଇ ଚାଲିଛ...
ମୁଁ ତ ଏବେ ବନ୍ଦୀ ମୁକୁଳିବାର କିଛି ବି, ଜୁ ନାହିଁ କି ବାଟ ନାହିଁ ।
ସେ ଯୁବ ସେବାୟତ ମୋ କଥା ଶୁଣି ରାଗିଯାଇ କହିଲେ, "ସେମିତି ହେଲେ ଇଂଜିନ୍ ରିସ୍କ୍ ମୁଁ ନେବି ନାହିଁ ।"
ରମେଶବାବୁ ଭାବୁଥିଲେ କେବେ ଏସବୁ ନିଶା ଦ୍ରବ୍ୟ ଦେଶରେ ବ୍ୟାନ୍ ହେବ ଆଉ ତାଙ୍କ ପୁଅ ପରି ବହୁ ଯୁବକ ଠିକ୍ ରାସ୍ତାକୁ ଆସିବେ ।
ହେଲେ ଏବେ ଏ କଳି ଯୁଗରେ ଅଜସ୍ର ଭଣ୍ଡମାନେ ଏଠି ତୁମ ପରି ରୂପ ଧାରଣ କରି ବଂଶୀରେ ବେସୁରା ସ୍ୱର ଦିଅନ୍ତି ଭରି ।
ତା' ପ୍ରେମରେ ହତାଶ ହୋଇ ଅନ୍ଧାର ରାତ୍ରିକୁ ପୂର୍ଣ୍ଣିମାରେ ଭେଟିଛି ।
ସ୍ୱପ୍ନର ନାୟିକା ତୁମେ ରୂପବତୀ ରାଜକନ୍ୟା ମୋ ଆଶାର ପ୍ରୀତିଫୁଲ ତୁମେ ପରୀ ରାଇଜର ପରୀଟିଏ ।
ଆପଣଙ୍କ ମତାମତ