ଏତେ ଦିନ ପରେ ମୋତେ ନଜଣାଇ ପୂର୍ଣ୍ଣ ଚନ୍ଦ୍ର ତ ଆସିଛି ଅଜଣାରେ, ଗୁରୁଣ୍ଡି ଗୁରୁଣ୍ଡି ।
ଆକାଶରେ ଏତେ ଏତେ ତାରା ମିଞ୍ଜି ମିଞ୍ଜି କରୁତ ଥାଆନ୍ତି ଆଖି ମିଟି ମିଟି କରୁଛନ୍ତି ତ ସେମାନେ ରୋମାଞ୍ଚକୁ ତୁମ ନେଇଛନ୍ତି ତ ଚୋରାଇ ଅନୁଭବ କରେ ମୁଁ...
ପ୍ରିୟା ମୋର ତୁମର ବାହୁ ଅପେକ୍ଷା କରିକି ରହିଛି ଅଧର ତୁମ ପ୍ରତୀକ୍ଷା କରିକି ରହିଛି ତୁମ ଓଠର ମଧୁରେ ନିଜକୁ ମୁଁ ଭୁଲିଯାଏ ମଧୁପାନ କରି ଚାଲୁଥାଏ ।
ବାହୁରେ ଆସିଲେ ତୁମେ ହୃଦୟ ମୋ ଶାନ୍ତ ହୋଇଯାଏ ତୁମେ ନ ଆସିବା ଯାଏ ମନ ସମୁଦ୍ରରେ ତୋଫାନ ଉଠି ଚାଲୁଥାଏ ।
ଯୌବନ ସମ୍ଭାରରେ ତୁମେ ଉଛୁଳୁଛ ତୁମର ଲାଲ ଓଠରେ ପ୍ରେମର ମଧୁ ଭରିକି ରହିଛି ଜୁଆର ଭଳି ମାଡି ଯେ ଆସୁଛି ଛୁଇଁ ଯାଉଛି ମୋହର ଓଠକୁ କିଛି ବାଧା...
ଶୋଇ ପାରେ ନା ରାତିରେ ଛାତିରେ ତ ମୋର ପରଶ ତୁମ ଲାଗିକି ରହିଛି ଶିହରଣ ଖେଳିଯାଏ ତ ଦେହରେ ତୁମ ପରଶ କୁତୁ କୁତୁ କରେ ।
ତୁମର ମଧୁର କଥା କାନରେ ମୋର କହିତ ଚାଲୁଛି ତୁମର ନରମ ଚାହାଣୀ ହୃଦୟକୁ ମୋର ଛୁଇଁତ ଯାଉଛି କରୁଛ କି ତୁମେ ମୋତେ ପ୍ରେମ କୁହ ହୃଦୟରର ଗଭୀରରୁ...
ତୁମର ମଧୁର ପ୍ରେମ ପ୍ରତି ଅଙ୍ଗକୁ ମୋର କରେ ଯେ ଅବଶ
ମୋ ମନ ଆକାଶରେ ତୁମ ସୁନ୍ଦର ମୁହଁ ଭାସି ଆସୁଥାଏ ଦିଶେ ତୋଫା ଜହ୍ନ ଭଳି ସେମିତି କୋମଳ ମଧୁର ହସୁଥାଏ ମୋତେ ଦେଖିକରି ।
ହେ ମୋର ପ୍ରିୟା ଛାତକୁ ତିନି ଥର ଠକ ଠକ କର ଯଦି ଚାହଁ ମୋତେ ଦୁଇଥର ପାଇପକୁ ଠକ ଠକ କର ଯଦି ତୁମ ଉତ୍ତର ନାହିଁରେ ହେ...
ଆପଣଙ୍କ ମତାମତ