-: ପୂର୍ବରୁ :-
୩୧. ରେଫର ଅଯଥା ପ୍ରୟୋଗ ।
ଅଶୁଦ୍ଧ
ଜଗର୍ନ୍ନାଥ
କୃର୍ଷ୍ଣ
ଅର୍ଣ୍ଣ
ସମ୍ପର୍ଣ୍ଣ
ସାହାର୍ଯ୍ୟ
ଅକ୍ଷୁର୍ଣ୍ଣ
ଖୁର୍ଣ୍ଣ
ଜଗନ୍ନାଥ
କୃଷ୍ଣ
ଅନ୍ନ
ସମ୍ପନ୍ନ
ସାହାଯ୍ୟ
ଅକ୍ଷୁଣ୍ଣ
କ୍ଷୁଣ୍ଣ
ଉର୍ଣ୍ଣୀତ
ଉର୍ଣ୍ଣତି
ବିଷର୍ଣ୍ଣ
ଭାର୍ଜନ
ଗନ୍ଧମାର୍ଦନ
ଅନିର୍ବାର୍ଯ୍ୟ
ଉତ୍ପର୍ନ୍ନ
ଉନ୍ନିତ
ଊନ୍ନତି
ବିଷଣ୍ଣ
ଭାଜନ
ଗନ୍ଧମାଦନ
ଅନିବାର୍ଯ୍ୟ
ଉତ୍ପନ୍ନ
୩୨. ଅଯଥା ଏକାର ପ୍ରୟୋଗ ।
ଅଶୁଦ୍ଧ
ପ୍ରତ୍ୟେହ
ବ୍ୟେସ୍ତ
ଶୁଦ୍ଧ
ପ୍ରତ୍ୟହ
ବ୍ୟସ୍ତ
ଅଶୁଦ୍ଧ
ବ୍ୟେବସ୍ଥା
ବେତିବ୍ୟସ୍ତ
ଶୁଦ୍ଧ
ବ୍ୟବସ୍ଥା
ବ୍ୟତିବ୍ୟସ୍ତ
୩୩. (କ) ଅଯଥା ଚନ୍ଦ୍ରବିନ୍ଦୁ ପ୍ରୟୋଗ ।
ଅଶୁଦ୍ଧ
କୁଅଁ
କିଆଁବାଡ଼
ପିଇଁବି
ଶୁଦ୍ଧ
କୁ(କୂ)ଅ
କିଆବାଡ଼
ପିଇବି
ଅଶୁଦ୍ଧ
କୁଆଁତାରା
କନିଆଁ
ମାମୁଁ
ଶୁଦ୍ଧ
କୁଆତାରା
କନିଆ
ମାମୁ
(ଖ) ଚନ୍ଦ୍ରବିନ୍ଦୁର ଅପପ୍ରୟୋଗ ।
ଅଶୁଦ୍ଧ
ଯାଁଆଳା
ଅଁଏଳା
କଁଅଳ
ଶୁଦ୍ଧ
ଯାଆଁଳା
ଅଏଁଳା
କଅଁଳ
ଅଶୁଦ୍ଧ
ଗାଁଆ
ମୁଁହ
ଭଁଉରି
ଶୁଦ୍ଧ
ଗାଆଁ
ମୁହଁ
ଭଉଁରି
୩୪. ମାତ୍ରାଚ୍ୟୁତି ଦୋଷ ।
ଅଶୁଦ୍ଧ
ପୁଷ୍କରଣୀ
କାଳନ୍ଦୀ
ଉର୍ଦ୍ଧ
ଦ୍ୱନ୍ଦ
ହବିଷ
ଶୁଦ୍ଧ
ପୁଷ୍କରିଣୀ
କାଳିନ୍ଦୀ
ଉର୍ଦ୍ଧ୍ଵ
ଦ୍ୱନ୍ଦ୍ୱ
ହବିଷ୍ୟ
ଅଶୁଦ୍ଧ
ବୈଚିତ୍ର
ଭାତୃ
ଦାରିଦ୍ର
ସ୍ୱାସ୍ଥରକ୍ଷା
ପ୍ରତେକ
ଶୁଦ୍ଧ
ବୈଚିତ୍ର୍ୟ
ଭ୍ରାତୃ
ଦାରିଦ୍ର୍ୟ
ସ୍ୱାସ୍ଥ୍ୟରକ୍ଷା
ପ୍ରତ୍ୟେକ
୩୫. ସମସ୍ୱରରେ ମାତ୍ରା ଭ୍ରମ ।
ଅଶୁଦ୍ଧ
ଶିଶୀର
ଶୀଥିଳ
ବୀଧି
ମୂହୁର୍ତ୍ତ
ଶୁଦ୍ଧ
ଶିଶିର
ଶିଥିଳ
ବିଧି
ମୁହୂର୍ତ୍ତ
ଅଶୁଦ୍ଧ
ଶୀରି
ନୀଶିଥ
ନିବୀକା
ଶୁଶ୍ରୁଷା
ଶୁଦ୍ଧ
ଶିରୀ(ଶ୍ରୀ)
ନିଶୀଥ
ନିବିକା
ଶୁଶ୍ରୂଷା
୩୬. ଈୟ ପ୍ରତ୍ୟୟଗତ ଭ୍ରମ ।
ଅଶୁଦ୍ଧ
ବାଷ୍ପିୟ
ଜଳିୟ
ଶୁଦ୍ଧ
ବାଷ୍ପୀୟ
ଜଳୀୟ
ଅଶୁଦ୍ଧ
ଶାରଦିୟ
ପାନୀୟ
ଶୁଦ୍ଧ
ଶାରଦୀୟ
ପାନୀୟ
୩୭. ଉକ ପ୍ରତ୍ୟୟଗତ ଭ୍ରମ ।
ଅଶୁଦ୍ଧ
ବାବଦୂକ
ଭାବୂକ
ଶୁଦ୍ଧ
ବାବଦୁକ
ଭାବୁକ
ଅଶୁଦ୍ଧ
କାମୂକ
ବର୍ଷୂକ
ଶୁଦ୍ଧ
କାମୁକ
ବର୍ଷୁକ
୩୮. ଉପାନ୍ତ୍ୟ ଅଞ୍ଚଳରେ ବର୍ଣ୍ଣ ବ୍ୟତ୍ୟୟ ଭ୍ରମ ।
ଅଶୁଦ୍ଧ
ଚାଉଲ
ବାଲକ
ନେଉର
ନରିତା
ଶୁଦ୍ଧ
ଚାଉଳ
ବାଳକ
ନେଉଳ
ନଳିତା
ଅଶୁଦ୍ଧ
ଦେଉଲ
ଗୁର
ଛେରି
ପାନି
ଶୁଦ୍ଧ
ଦେଉଳ
ଗୁଡ଼
ଛେଳି
ପାଣି
୩୯. ସ୍ୱରବର୍ଣ୍ଣ ବ୍ୟତ୍ୟୟଗତ ଭ୍ରମ ।
ଅଶୁଦ୍ଧ
ଗୁଡ଼
ଶୁଦ୍ଧ
ଗୋଡ଼
ଅଶୁଦ୍ଧ
ଗୁରୁ
ଶୁଦ୍ଧ
ଗୋରୁ
୪୦. ଅପଭ୍ରଂଶ ଭାଷା ।
ଅଶୁଦ୍ଧ
ଗନି
ଯିମି
ଲିମ୍ବ
ନେଉଚି
ନାଳ
ଶୁଦ୍ଧ
ଗଲି
ଯିବି
ନିମ୍ବ
ନେଉଅଛି
ଲାଳ
ଅଶୁଦ୍ଧ
ନାଲା
ଯଶା
ଦବୁ
ଆସୁଛି
ଯାଉଚି
ଶୁଦ୍ଧ
ଲାଲ
ଦଶା
ଦେବୁ
ଆସୁଅଛି
ଯାଉଅଛି
୪୧. ଯୁକ୍ତାକ୍ଷରଗତ ଭ୍ରମ ।
ଅଶୁଦ୍ଧ
ଗ୍ୟାନ
ଖୁଦ୍ର
ସଂକ୍ଷ୍ୟା
ଉପ୍ତଳ
ଗ୍ୟାଂତି
ଶୁଦ୍ଧ
ଜ୍ଞାନ
କ୍ଷୁଦ୍ର
ସଂଖ୍ୟା
ଉତ୍ପଳ
ଜ୍ଞାତି
ଅଶୁଦ୍ଧ
ଶ୍ରୀବଚ୍ଛ
କୁଚ୍ଛିତ
ଉଚ୍ଛବ
ଜିଗାଂସା
ଅଗ୍ୟାନ
ଶୁଦ୍ଧ
ଶ୍ରୀବତ୍ସ
କୁତ୍ସିତ
ଉତ୍ସବ
ଜିଜ୍ଞାସା
ଅଜ୍ଞାନ
୪୨. ଇମନ୍ ପ୍ରତ୍ୟୟଗତ ଭ୍ରମ ।
ଅଶୁଦ୍ଧ
ଗରୀମା
ନୀଳୀମା
ପୀତୀମା
ଚଣ୍ଡୀମା
ଶୁଦ୍ଧ
ଗରିମା
ନୀଳିମା
ପୀତିମା
ଚଣ୍ଡିମା
ଅଶୁଦ୍ଧ
ଲଘୀମା
ରକ୍ତୀମା
ଦ୍ରାଘୀମା
କାଳୀମା
ଶୁଦ୍ଧ
ଲଘିମା
ରକ୍ତିମା
ଦ୍ରାଘିମା
କାଳିମା
୪୩. ବିଶେଷ୍ୟଗତ ପ୍ରତ୍ୟୟର ଦ୍ୱିରୁକ୍ତି ଦୋଷ ।
ଅଶୁଦ୍ଧ
ବୈଶିଷ୍ଟ୍ୟତା
ପ୍ରାଚୁର୍ଯ୍ୟତା
ସୌନ୍ଦର୍ଯ୍ୟତା
ଦାରିଦ୍ର୍ୟତା
ବୈରତା
ଶୁଦ୍ଧ
ବୈଶିଷ୍ଟ୍ୟ
ପ୍ରାଚୁର୍ଯ୍ୟ
ସୌନ୍ଦର୍ଯ୍ୟ
ଦାରିଦ୍ର୍ୟ
ବୈର
ଅଶୁଦ୍ଧ
ଗାମ୍ଭିର୍ଯ୍ୟତା
ପାଣ୍ଡିତ୍ୟତା
ସୌଜନ୍ୟତା
ଦାର୍ଢ୍ୟତା
ଉତ୍କର୍ଷତା
ଶୁଦ୍ଧ
ଗାମ୍ଭିର୍ଯ୍ୟ
ପାଣ୍ଡିତ୍ୟ
ସୌଜନ୍ୟ
ଦାର୍ଢ୍ୟ ବା ଦୃଢ଼ତା
ଉତ୍କର୍ଷ, ଉତ୍କୃଷ୍ଟତା
୪୪. ବିଶେଷଣକୁ ପୁନଃ ବିଶେଷଣ କରିବାକୁ ଯାଇ ଭ୍ରମ ।
ଅଶୁଦ୍ଧ
ସକ୍ଷମ
ଆବଶ୍ୟକୀୟ
ସମ୍ଭ୍ରାନ୍ତଶାଳୀ
ଶୁଦ୍ଧ
କ୍ଷମ
ଆବଶ୍ୟକ
ସମ୍ଭ୍ରାନ୍ତ ବା ସମ୍ଭ୍ରମଶାଳୀ
ଅଶୁଦ୍ଧ
ଉଜ୍ଜ୍ୱଳମୟ ଉଜ୍ଜ୍ୱଳ
ପ୍ରଫୁଲ୍ଲିତ ପ୍ରଫୁଲ୍ଲ
ଶୁଦ୍ଧ
ଉଜ୍ଜ୍ୱଳ
ପ୍ରଫୁଲ୍ଲ
୪୫. ବର୍ଣ୍ଣାଧିକ୍ୟ ଦୋଷ ।
ଅଶୁଦ୍ଧ
ପରୀକ୍ଷ୍ୟା
ନିତ୍ୟାନ୍ତ
ଲଜ୍ଜ୍ୟା
ବୈଶାଖ୍ୟ
ସାହାର୍ଯ୍ୟ
ଅବନ୍ନତି
ଶିଖ୍ୟା
ପୂଜ୍ୟାସ୍ପଦ
ଶୁଦ୍ଧ
ପରୀକ୍ଷା
ନିତାନ୍ତ
ଲଜ୍ଜା
ବୈଶାଖ
ସାହାଯ୍ୟ
ଅବନତି
ଶିକ୍ଷା
ପୂଜାସ୍ପଦ
ଅଶୁଦ୍ଧ
ଯୁଦ୍ଧ୍ୟ
ଗାଣିତ୍ୟିକ
ଚ୍ଛେଦନ
କ୍ଷୁଦ୍ରତ୍ତର
ଦାୟିତ୍ତ୍ୱ
ବରଫାବୃତ୍ତ
ଉନ୍ନତ୍ତି
ମତ୍ତ
ଶୁଦ୍ଧ
ଯୁଦ୍ଧ
ଗାଣିତିକ
ଛେଦନ
କ୍ଷୁଦ୍ରତର
ଦାୟିତ୍ୱ
ବରଫାବୃତ
ଉନ୍ନତି
ମତ
୪୬. ଅନୁସ୍ୱାର ପ୍ରୟୋଗଗତ ଭ୍ରମ ।
ଅଶୁଦ୍ଧ
ଆଂକାକ୍ଷା
ଗଦ୍ୟାଶଂ
ହସଂ
ଅଶଂ
ଶୁଦ୍ଧ
ଆକାଂକ୍ଷା
ଗଦ୍ୟାଂଶ
ହଂସ
ଅଂଶ
ଅଶୁଦ୍ଧ
ପଦ୍ୟାଶଂ
ସାଘାଂତିକ
ମାଂସ
ସଶଂୟ
ଶୁଦ୍ଧ
ପଦ୍ୟାଂଶ
ସାଂଘାତିକ
ମାଂସ
ସଂଶୟ
୪୭. ଋ ବ୍ୟତ୍ୟୟ ଦୋଷ ।
ଅଶୁଦ୍ଧ
କ୍ରୃମି
ଦୃମ
ତୃଟୀ
ଶୁଦ୍ଧ
କୃମି
ଦ୍ରୃମ
ତ୍ରୁଟି(ଟୀ)
ଅଶୁଦ୍ଧ
ଶତୃ
ତ୍ରୁଣ
ଭୃଣ
ଶୁଦ୍ଧ
ଶତ୍ରୁ
ତୃଣ
ଭ୍ରୁଣ
୪୮. ଅନୀୟ ପ୍ରତ୍ୟୟଗତ ଭ୍ରମ ।
ଅଶୁଦ୍ଧ
ଦର୍ଶନିୟ
ସ୍ଥାନିୟ
ଶୁଦ୍ଧ
ଦର୍ଶନୀୟ
ସ୍ଥାନୀୟ
ଅଶୁଦ୍ଧ
କରଣିୟ
ପାନିୟ
ଶୁଦ୍ଧ
କରଣୀୟ
ପାନୀୟ
୪୯. ବର୍ଣ୍ଣଚ୍ୟୁତି ଦୋଷ ।
ଅଶୁଦ୍ଧ
ପାର୍ଥନା
ଯୁଧ୍ୟ
ଜେଷ୍ଠ
ଶୁଦ୍ଧ
ପ୍ରାର୍ଥନା
ଯୁଦ୍ଧ
ଜ୍ୟେଷ୍ଠ
ଅଶୁଦ୍ଧ
ଜୋତ୍ସ୍ନା
ଲକ୍ଷଣ
ଶୁଧ୍ୟ
ଶୁଦ୍ଧ
ଜ୍ୟୋତ୍ସ୍ନା
ଲକ୍ଷ୍ମଣ
ଶୁଦ୍ଧ
୫୦. ବର୍ଣ୍ଣର (ଫଳା) ଅପପ୍ରୟୋଗ ଦୋଷ ।
ଅଶୁଦ୍ଧ
ବିଦ୍ୟାନ୍
ଆଶ୍ୟିନ
ସାନ୍ତନ୍ୱା
ଶୁଦ୍ଧ
ବିଦ୍ୱାନ୍
ଆଶ୍ୱିନ
ସାନ୍ତ୍ୱନା
ଅଶୁଦ୍ଧ
ସଷର୍ପ
କ୍ୟଚିତ
ସ୍ୱାଧୀ
ଶୁଦ୍ଧ
ସର୍ଷପ
କ୍ୱଚିତ
ସାଧ୍ୱୀ
୫୧. ଅଯଥା ଇନ୍ ପ୍ରତ୍ୟୟ ଦୋଷ ।
ଅଶୁଦ୍ଧ
ନିର୍ଦ୍ଧନୀ
ଅଜ୍ଞାନୀ
ନୀରୋଗୀ
ଶୁଦ୍ଧ
ନିର୍ଦ୍ଧନ
ଅଜ୍ଞାନ
ନୀରୋଗ
ଅଶୁଦ୍ଧ
ନିର୍ଦୋଷୀ
ନିରପରାଧୀ
ଶୁଦ୍ଧ
ନିର୍ଦୋଷ
ନିରପରାଧ
୫୨. ବର୍ଣ୍ଣସଂକୋଚ ହେତୁ ଭ୍ରମ ।
ଅଶୁଦ୍ଧ
ବୋଧେ
ନର୍କ
ଯୋଗ୍ନୀ
ଦଶରା
ଶୁଦ୍ଧ
ବୋଧହୁଏ
ନରକ
ଯୋଗିନୀ
ଦଶହରା
ଅଶୁଦ୍ଧ
ସଙ୍ଗେ ୨
ଅପ୍ରାଧ
ତାହେଲେ
ଗୋଟେ
ଶୁଦ୍ଧ
ସଙ୍ଗେ ସଙ୍ଗେ
ଅପରାଧ
ତାହାହେଲେ
ଗୋଟିଏ
୫୩. ଅଜ୍ଞାନବଶତଃ ଅନର୍ଥକ ଶବ୍ଦ ପ୍ରୟୋଗା
ଅଶୁଦ୍ଧ
ଧୂମ୍ରପାନ
ହୃଷ୍ଟପୃଷ୍ଟ
ସାମ୍ରାଜ୍ଞୀ
ପୃଷ୍ଟିକର
ଶୁଦ୍ଧ
ଧୂମପାନ
ହୃଷ୍ଟପୁଷ୍ଟ
ସମ୍ରାଜ୍ଞୀ
ପୁଷ୍ଟିକର
ଅଶୁଦ୍ଧ
ଫର୍ଦ୍ଧ
ସୌନ୍ଧର୍ଯ୍ୟ
ଖ୍ରୀଷ୍ଟାଦ୍ଧ
ଶୁଦ୍ଧ
ଫର୍ଦ୍ଦ, ଫର୍ଦ
ସୌନ୍ଦର୍ଯ୍ୟ
ଖ୍ରୀଷ୍ଟାବ୍ଦ
୫୪. ବିଭକ୍ତି ପ୍ରୟୋଗ ଘଙ୍କିତ ଭ୍ରମ ।
ଅଶୁଦ୍ଧ
ଅଧୀନରେ
ସଧୀରେ
ଭଲରେ
ବୃଥାରେ
ଏକତ୍ରେ
ବିରୁଦ୍ଧରେ
ଶୁଦ୍ଧ
ଆଧୀନ୍ୟରେ
ଧୀରେ
ଭଲ
ବୃଥା
ଏକତ୍ର
ବିରୋଧରେ
ଅଶୁଦ୍ଧ
ଗୁପ୍ତରେ
ତରବରରେ
ଦର୍ପୀର ଦର୍ପ
ଦଶଟି ପାଞ୍ଚଟି
ଅପରାଧୀକୁ
ଶୁଦ୍ଧ
ଗୋପ୍ୟରେ
ତରବରହୋଇ
ଦର୍ପୀଦର୍ପ
ଦଶଗୋଟି ପାଞ୍ଚଗୋଟି
ଅପରାଧୀବ୍ୟକ୍ତିକୁ
୫୫. ସନ୍ଧି ବିଷୟକ ଭ୍ରମ ।
ଅଶୁଦ୍ଧ
ଉପରୋକ୍ତ
ମନଯୋଗ
ମନମୋହନ
ଯଶଲାଭ
ସଦ୍ୟଜାତ
ଜଗବନ୍ଧୁ
ବିଦୁ୍ୟତାଲୋକ
ଦିଗାମ୍ବର
ବିପଦ ସମୟ
ମନଷ୍କାମ
ଆବିସ୍କାର
କିମ୍ବା
ସନ୍ମାନ
ସନ୍ମତ
ସନ୍ମୁଖ
ଶୁଦ୍ଧ
ଉପର୍ଯ୍ୟୁକ୍ତ (ଉପରି + ଉକ୍ତ)
ମନୋଯୋଗ (ମନଃ + ଯୋଗ)
ମନୋମୋହନ (ମନଃ + ମୋହନ)
ଯଶୋଲାଭ (ଯଶଃ + ଲାଭ)
ସଦ୍ୟୋଜାତ (ସଦ୍ୟଃ + ଜାତ)
ଜଗଦ୍ବନ୍ଧୁ (ଜଗତ୍ +ବନ୍ଧୁ)
ବିଦ୍ୟୁଦାଲୋକ (ବିଦ୍ୟୁତ୍ +ଆଲୋକ)
ଦିଗମ୍ବର (ଦିକ୍ +ଅମ୍ବର)
ବିପତ୍ ସମୟ (ବିପଦ୍ + ସମୟ)
ମନସ୍କାମ (ମନଃ + କାମ)
ଆବିଷ୍କାର (ଆବିଃ + କାର)
କିଂବା (କିମ୍ + ବା)
ସମ୍ମାନ (ସମ୍ +ମାନ)
ସମ୍ମତ (ସମ୍ +ମତ)
ସମ୍ମୁଖ (ସମ୍ +ମୁଖ)
ଅଶୁଦ୍ଧ
ବୃକ୍ଷଛାୟା
ଅନୁଛେଦ
ବିଛେଦ
ସମ୍ବାଦ
ବାରମ୍ବାର
କିମ୍ବଦନ୍ତୀ
ଦୁରାବସ୍ଥା
ଅନାଟନ
ନିରୋଗ
ଚିରପୋକୃତ
ଭୂମ୍ୟାଧିକାରୀ
ଜାତ୍ୟାଭିମାନ
ପୃଥକାନ୍ନ
ମନାନ୍ତର
ଶୁଦ୍ଧ
ବୃକ୍ଷଚ୍ଛାୟା
ଅନୁଚ୍ଛେଦ
ବିଚ୍ଛେଦ
ସଂବାଦ (ସମ୍ +ବାଦ)
ବାରଂବାର (ବାରମ୍ +ବାର)
କିଂବଦନ୍ତୀ (କିମ୍ + ବଦନ୍ତୀ)
ଦୁରାବସ୍ଥା (ଦୁଃ +ଅବସ୍ଥା)
ଅନଟନ (ଅନ୍ + ଅନଟ)
ନୀରୋଗ (ନିଃ + ରସ)
ଚିରୋପକୃତ (ଚିର + ଉପକୃତ)
ଭୂମ୍ୟଧିକାରୀ (ଭୂମି + ଅଧିକାରୀ)
ଜାତ୍ୟଭିମାନ (ଜାତି + ଅଭିମାନ)
ପୃଥଗନ୍ନ (ପୃଥକ୍ + ଅନ୍ନ)
ମନୋଽନ୍ତର (ମନଃ +ଅନ୍ତର)
୫୬ସନ୍ଧିର ଅପପ୍ରୟୋଗ ।
ଅଶୁଦ୍ଧ
ନାନାଦି
ଆୟତ୍ତାଧୀନ
ଶୁଦ୍ଧ
ନାନା ବା ଆଦି
(ନାନା ଓଆଦି ଏକାର୍ଥବାଚକ ଶବ୍ଦହେତୁ)ଏଠାରେ ସନ୍ଧିହେବ ନାହିଁ । ସେହିପରି –
ଆୟତ୍ତ ବା ଅଧୀନ
ଅଶୁଦ୍ଧ
ସାଧ୍ୟାୟତ୍ତ
ଅତ୍ୟଧିକ
ଶୁଦ୍ଧ
ସାଧ୍ୟ ବା ଆୟତ୍ତ
ଅତି ବା ଅଧିକ
୫୭. ବହୁବଚନାନ୍ତ ଶବ୍ଦ ଦ୍ୱିରୁକ୍ତି ଦୋଷ ।
ଅଶୁଦ୍ଧ
ବିବିଧ ପ୍ରକାର
ଅନେକ ଲୋକମାନେ
ଶୁଦ୍ଧ
ବିବିଧ
ଅନେକ ଲୋକ
ଅଶୁଦ୍ଧ
ସମସ୍ତ ବାଳକବାଳିକାମାନେ
(ଏଳବଚନ) ପ୍ରତ୍ୟେକ ଘରଗୁଡ଼ିକ
ଶୁଦ୍ଧ
ସମସ୍ତ ବାଳକବାଳିକା
ପ୍ରତ୍ୟେକ ଘର
୫୮. ଲିଙ୍ଗ ନିର୍ଣ୍ଣାୟକ ବିଧି ଦ୍ୱାରା ଶୁଦ୍ଧୀକରଣ ।
ଅଶୁଦ୍ଧ
ଅନାଥିନୀ
ନିରପରାଧିନୀ
ଚନ୍ଦ୍ରବଦନୀ
ସୁକେଶିନୀ
ଶୁଦ୍ଧ
ଅନାଥା
ନିରପରାଧା
ବନ୍ଦ୍ରବଦନା
ସୁକେଶୀ, ସୁକେଶା
ଅଶୁଦ୍ଧ
ଚାତକିନୀ
ବିହଙ୍ଗିନୀ
ଅର୍ଦ୍ଧାଙ୍ଗିନୀ
ଶୁଦ୍ଧ
ଚାତକୀ
ବିହଙ୍ଗୀ
ଅର୍ଦ୍ଧାଙ୍ଗୀ
୫୯. ସମାସ ବିଧି ଦ୍ୱାରା ଶୁଦ୍ଧୀକରଣ ।
ଅଶୁଦ୍ଧ
ସକ୍ଷମ
ହସ୍ତୀଦନ୍ତ
ସବିନୟ ପୂର୍ବକ
ଶଶୀଭୂଷଣ
ଅହର୍ନିଶି
କାଳୀଦାସ
ମନ୍ତ୍ରୀମଣ୍ଡଳ
ପକ୍ଷୀଶାବକ
ପ୍ରାଣୀବୃତ୍ତାନ୍ତ
ସ୍ଥାୟୀଭାବରେ
ଅଭିନେତାଗଣ
ପ୍ରିୟସଖା
ଶୁଦ୍ଧ
କ୍ଷମ
ହସ୍ତିଦନ୍ତ
ବିନୟ ପୂର୍ବକ ବା ସବିନୟ
ଶଶିଭୂଷଣ
ଅହର୍ନିଶ
କାଳିଦାସ
ମନ୍ତ୍ରିମଣ୍ଡଳ
ପକ୍ଷିଶାବକ
ପ୍ରାଣିବୃତ୍ତାନ୍ତ
ସ୍ଥାୟିଭାବରେ
ଅଭିନେତୃଗଣ
ପ୍ରିୟସଖ
ଅଶୁଦ୍ଧ
ଦିବାରାତ୍ରି
ମହାରାଜା
ଅହୋରାତ୍ରି
ଭ୍ରାତାଗଣ
ସାଧ୍ୟାତୀତ
ମହିମାମୟ
ଆତ୍ମାପୁରୁଷ
ସ୍ୱାମୀସେବା
ପିତାମାତାହୀନ
ଦମ୍ପତ୍ତି
ଶୁଦ୍ଧ
ଦିବାରାତ୍ର
ମହାରାଜ
ଅହୋରାତ୍ର
ଭ୍ରାତୃଗଣ
ସାଧନାତୀତ
ମହିମମୟ
ଆତ୍ମପୁରୁଷ
ସ୍ୱାମିସେବା
ପିତୃମାତୃହୀନ
ଦମ୍ପତି
୬୦. କୃଦନ୍ତ ଘଙ୍କିତ ଅଶୁଦ୍ଧି ।
ଅଶୁଦ୍ଧ
ଗ୍ରହୀତ
ସୃଜନ
ଅଧୀନସ୍ଥ
ଅସ୍ତମାନ
ଶୁଦ୍ଧ
ଗୃହୀତ
ସର୍ଜନ
ଅଧୀନ
ଅସ୍ତାୟମାନ
ଅଶୁଦ୍ଧ
ଗୃହୀତା
ବିସ୍ଫୋରଣ
ମାନ୍ୟାସ୍ପଦ
ଅସ୍ତମାନ
ଶୁଦ୍ଧ
ଗ୍ରହୀତା
ବିସ୍ଫୁରଣ
ସମ୍ମାନାସ୍ପଦ
ଅସ୍ତାୟମାନ
୬୧. ତଦ୍ଧିତ ଘଟିତ ଭ୍ରମ ।
ଅଶୁଦ୍ଧ
ଶ୍ରେଷ୍ଠତମ
ଆରକ୍ତିମ
ଐକ୍ୟତା
ବାହୁଲ୍ୟତା
ବାହି୍ୟକ
ଶୁଦ୍ଧ
ଶ୍ରେଷ୍ଠ
ଆରକ୍ତ ବା ରକ୍ତିମ
ଐକ୍ୟ
ବହୁଳତା ବା ବାହୁଲ୍ୟ
ବାହ୍ୟ
ଅଶୁଦ୍ଧ
ଅନୁବାଦିତ (ଣିଜନ୍ତ)
ଏକତ୍ରିତ
ଆଧିକ୍ୟତା
ସାର୍ବଜନୀନ
ସମସାମୟିକ
ଶୁଦ୍ଧ
ଅନୁଦିତ
ଏକତ୍ର
ଆଧିକ୍ୟ
ସର୍ବଜନୀନ
ସାମସମୟିକ
– ତା’ପରେ –