କଙ୍କଡ଼ା ସୋରେ ବିଦେଶ ଭୂଇଁକୁ ଭାଗ ନେବା ପାଇଁ ଗଲା ଓଡ଼ିଶାର କଙ୍କଡ଼ା
କେଉଁ ବିଚିତ୍ର ନୀତିରେ କେଉଁମାନେ ବାନ୍ଧିଦେଲେ ନାରୀର ଜୀବନ କିଛି କିଛି ଶବ୍ଦ ସଂଯୋଗରେ ଲେଖା ହେଲା ବିନାଶ୍ରୟେ ନ ବର୍ତ୍ତନ୍ତି କବିତା ବନିତା ଲତା ।
ସକାଳ ଧୂପରେ ଅବା ସଞ୍ଜର ଦୀପରେ ବଡ଼ସିଂହାରର ଗୀତ ଗୋବିନ୍ଦରେ
ଭଉଣୀଟେ ପରି କାଲି କାଲି ଚାଲି ଶିଖିଥିବା କୁନି ଝିଅଟେ ସବୁ ମଣିଷଙ୍କୁ ଆପଣାର କରିନିଏ
ସବୁ ନିରାଶାର ଆଶ୍ରାବାଡ଼ି ଏଥର ଜାଣିଥା ପରିତ୍ରାଣ ନାହିଁ ଷଣ୍ଢାଟାକୁ ସିଏ ଦବ ମୋଡି । ଚିଲ ଶାଗୁଣାଙ୍କ ଦରବାରେ ଭାଳେଣି ପଡ଼ିଛି ଏକାଥରେ କିପରି ଟାଣିବା, କିପରି ଖାଇବା...
ଆଉ ଥରେ ଢାଙ୍କି ଦିଅନ୍ତୁନି ମା' ମୋତେ ତୋର ପଣତ କାନିରେ ମୋ ରୂପକୁ ଖିନ୍ଭିନ୍ କରୁଥିବା କଟାକ୍ଷ ଦୃଷ୍ଟିରୁ ଯେଦିନ ତୁ ରଖୁଥିଲୁ ଦୂରେ ।
ଆଉ ମୋର ପିଲାଦିନର ଚପଳାମି ସବୁ ଆପଣାର କରିନେଇଥିବା ସ୍ନେହବୋଳା ଗାଁ. . . ଯେଉଁ ଗାଁରେ ଝରଣାଟି
ଭାବର ଗୁରୁଗମ୍ଭୀର ଉଚ୍ଚାଟନ ସୀମା ସହ ସମ୍ମୋହନ ପ୍ରାଣ ସହ ପ୍ରତୀମାର ଶବ୍ଦ ସହ ସଂଳାପର
ନିଶବ୍ଦର, ଶୂନ୍ୟତାର ଆଉ ମୋର ଅନ୍ତଃକରଣର ତମ କଥା ଭାବିଦେଲେ ମୋ ଭିତରେ ସୁଖର ଫୁଆର ।
ପଟ୍ଟଚିତ୍ର ସବୁ, ନିଜ ଉଦାର ପଣରେ, ଆଉ ମଣିଷପଣିଆର ଦିବ୍ୟ ସ୍ପର୍ଶ ଦେଇ, ଆପଣାର କରିନେବା ପାଇଁ ।
ସୁଖ ଭାବି ଯା'କୁ କରିଲି ଆଦର ହୋଇଗଲା ସିଏ ନୟନର ନୀର ବନ୍ଧୁ ବୋଲି ଯା'ରେ ହୃଦୟେ ବାନ୍ଧିଲି ପଛରୁ ପିଙ୍ଗିଲା ଅରି ଭଳି ଛୁରୀ ।।
ସଜାଡ଼ି ରଖିଛି ତାକୁ ହୃଦୟର ଅନ୍ତଃକରଣରେ ସକୋଳର ଶାନ୍ତ କିରଣରେ ମଧ୍ୟାହ୍ନର ତାତିଲା ବାଲିରେ
ଆପଣାର କରିନେବା ଆଗୁ ମୋ ବଗିଚାର ପେନ୍ଥା ପେନ୍ଥା ବହଳ ହଳଦୀ ରଙ୍ଗ
ଏଠିତ ସମସ୍ତେ ବନ୍ଧା ତମ ଭଲପାଇବାର ଅନନ୍ତ ଡୋରୀରେ ପାପୀ ଠାରୁ ତପୀଯାଏ ରୋଗୀ ଠାରୁ ଭୋଗୀଯାଏ ସବୁରି ତୁଣ୍ଡରେ ତୁମେ ଥାଅ ଓଁ କାର ନାଦରେ ।
ମନରେ ମୋ ଆଶା ଭରିଦିଏ ଅଣ୍ଟା ସଳଖି ଚାଲିବାର କଳା ଟିକକ ଶିଖାଏ ମୋ ଲୁହକୁ ପିଇ ନିଏ
ସମାଜରେ ସଇତାନ୍ ପରି ଲାପ୍ଟପ୍ରେ ଭାଇରସ୍ ପରି ପୋଡ଼ି ହୋଇ ଛଟପଟ୍ ହେଉଥାନ୍ତି ସବୁ ମୁହୂର୍ତ୍ତରେ ।।
ରାଜା ପୁଅ ଅନେକ ଥର ସ୍ୱପ୍ନରେ ଆସେ ପକ୍ଷୀରାଜ ଘୋଡ଼ାରେ ମାଳ ମାଳ ମେଘର ଦୋଳିରେ ଫୁଲ ଭର୍ତ୍ତି ସକାଳ କୋଳରେ
ମୀନାକରା କାକରର ରଙ୍ଗିନ୍ ତ୍ୱରଣ ବାସ୍ନା ଭର୍ତ୍ତି ଫୁଲଙ୍କର ଅପୂର୍ବ ମେଲଣ ନିଆରା ଅନୁଭବ ଆହା
ହାତମୁଠାରେ ଧରି ରଖିବାକୁ ଇନ୍ଦ୍ରଧନୁର ଛବି ଜହ୍ନ ଆଲୁଅରେ କାଶତଣ୍ଡୀ କ୍ଷେତ
ପଳ ପଳ କରି ରକ୍ତର କଣିକା ଚାଲିବାକୁ ହୁଏ ଏଠି ଏକା ଏକା ଶିକ୍ଷା ଦୀକ୍ଷା ଆଉ ଶିଷ୍ଟତା, ନମ୍ରତା ମଣିଷପଣିଆ ହୁଏ ଫିକା ଫିକା । ୨ ।
ମାଟିରୁ ଆକାଶ ନିଶ୍ଚିନ୍ତ ପ୍ରତିଶ୍ରୁତିର ସେଇ ଅନନ୍ୟ ମୁହୂର୍ତ୍ତ ପାଇଁ ପ୍ରତୀକ୍ଷାର ସବୁ ଯନ୍ତ୍ରଣା ଭିତରେ
ତମ ଓଠ ଛୁଆଁ ପରି ଦିଶେ ଶବ୍ଦଟିଏ ଲେଖି ଦେଲେ ମନେ ହୁଏ ପ୍ରୀତି ସମ୍ଭାଷଣ, ଶବ୍ଦ ସହ ଶବ୍ଦ ଯୋଡ଼ି ଦେଲେ
ଚେତନାରେ ଶ୍ରୀ ଚୈତନ୍ୟ ହୋଇ, ସେ ବନ୍ଧାଥାନ୍ତି ଅନାବିଳ ମମତାରେ
ତମେଇ ତ ଇପ୍ସିତ ମଣିଷ ମୋର ହୃଦୟର ଭଲ ପାଇବାର କବିତାର ଜୀବନର ଆଉ ମୋର ଅନ୍ତିମ ଦିନର ।
ସୁନାରଙ୍ଗୀ ସକାଳର ମିଠାମିଠା ଖରା ପରି ଉଲ୍ଲସିତ ମୁହଁ ତୁମ ସରଳ କୋମଳ, ନିଆରା ସେନେହ ତୁମ
ଅମୃତ ବେଳାଟେ ପାଇଁ ସାଧବଟେ କାଢ଼ି ବସେ ସାଧନା ପ୍ରସାଦ ଅସତ୍ୟ ଉପରେ ସତ୍ୟର
ମନଭରି ଆନନ୍ଦ ନେବାର ଅସରନ୍ତି ଅଭୁଲା ମୁହୂର୍ତ୍ତ ସବୁ ଗୁଡ଼ା ଗୋଟେ ଗୋଟେ ମୁହୂର୍ତ୍ତର ଖେଳ
ଆପଣଙ୍କ ମତାମତ