ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।
ସୁନାହାତୀ, ହଂସୁଲି ଶେଯରେ
ବସିଛି ସେ ବାଟ ଚାହିଁ
ଆସ୍ତେ ନେବ କୋଳ କରି
ତା’ ହାତର ଶୀତଳ ସ୍ପର୍ଶରେ
ଶୋଇଯିବି ମୁଁ
ତା’ ଛାତିରେ ମୁଣ୍ଡ ଗୁଞ୍ଜି
ଖୁବ୍ ଆରାମରେ ।
ସୁନାହାତୀ, ହଂସୁଲି ଶେଯରେ
ବସିଛି ସେ ବାଟ ଚାହିଁ
ଆସ୍ତେ ନେବ କୋଳ କରି
ତା’ ହାତର ଶୀତଳ ସ୍ପର୍ଶରେ
ଶୋଇଯିବି ମୁଁ
ତା’ ଛାତିରେ ମୁଣ୍ଡ ଗୁଞ୍ଜି
ଖୁବ୍ ଆରାମରେ ।
ସୁନାହାତୀ, ହଂସୁଲି ଶେଯରେ
ବସିଛି ସେ ବାଟ ଚାହିଁ
ଆସ୍ତେ ନେବ କୋଳ କରି
ତା’ ହାତର ଶୀତଳ ସ୍ପର୍ଶରେ
ଶୋଇଯିବି ମୁଁ
ତା’ ଛାତିରେ ମୁଣ୍ଡ ଗୁଞ୍ଜି
ଖୁବ୍ ଆରାମରେ ।