ନିଃସଙ୍ଗ ଜୀବନ ମୋର , ନାହିଁ ଯାର ଅନ୍ତ,
ଖୋଜୁଅଛି ବନ୍ଧୁ ଟିଏ ମୁଁ ଦୂର ଦିଗନ୍ତ ।
ନିଜ ଛାଇ ଲୁଚି ଯାଏ ଅନ୍ଧାର ଆସିଲେ,
ପଥହରା ହୁଏ ପାନ୍ଥ ଏକାକୀ ଚାଲିଲେ ।।
ନିଃସଙ୍ଗ ଜୀବନ ମୋର
ଲେଖିଛନ୍ତି
ନିଃସଙ୍ଗ ଜୀବନ ମୋର , ନାହିଁ ଯାର ଅନ୍ତ,
ଖୋଜୁଅଛି ବନ୍ଧୁ ଟିଏ ମୁଁ ଦୂର ଦିଗନ୍ତ ।
