କବିତା

ଖୋଜିବା ମନା ତୁମକୁ ପାଇବା ମନା

Asish Ranjan Das's Odia Poem Khojibaa Manaa Tumaku Paaibaa Manaa

ଖୋଜିବା ମନା ତୁମକୁ ପାଇବା ମନା
ଗୀତ ତୁମେ ହେଲେ ତୁମକୁ ଗାଇବା ମନା
କାହିଁକି କହିବି ମୁଁ ଭଲ ପାଉଛି ତୁମକୁ ?

ଖୋଜିବା ମନା ତୁମକୁ ପାଇବା ମନା
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଖୋଜିବା ମନା ତୁମକୁ ପାଇବା ମନା
ଗୀତ ତୁମେ ହେଲେ ତୁମକୁ ଗାଇବା ମନା
କାହିଁକି କହିବି ମୁଁ ଭଲ ପାଉଛି ତୁମକୁ ?
ଭଲ ପାଇବା ଯେ ତୁମ ଖାଲି ଛଳନା
ରଙ୍ଗ ହୀନ ଦୁନିଆ ଟା ତୁମ ବିନା
ଆଖିରୁ ମୋ ଝରୁଅଛି ଲୁହ ଝରଣା
ଥିଲ ଦିନେ ତୁମେ ମୋର ମନ ମଇନା
ଛାଡି ଗଲ ଆଜି କରି ଏକା ସିନା …

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top