୧୯୩୧ ମସିହା କରାଚି ଅଧିବେଶନରେ ଯୋଗ ଦେଇଥିବା ଓଡ଼ିଶା କଂଗ୍ରେସ ପ୍ରତିନିଧିଙ୍କ ପକ୍ଷରୁ ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ୧୯୩୨ ବର୍ଷ କଂଗ୍ରେସ ଅଧିବେଶନ ଓଡ଼ିଶାରେ ଅନୁଷ୍ଠିତ ହେବା ପାଇଁ ନିମନ୍ତ୍ରଣ କରିଥିଲେ । ଓଡ଼ିଶାର ନିମନ୍ତ୍ରଣ ଗୃହୀତ ହୋଇଥିଲା । ଓଡ଼ିଶାରେ ଏଥିପାଇଁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଅଧ୍ୟକ୍ଷତାରେ ଅଭ୍ୟର୍ଥନା କମିଟି ଗଠିତ ହେଲା । ପୂଜ୍ୟ ଗୋପବନ୍ଧୁ ଚୌଧୁରୀ ହେଲେ ସାଧାରଣ ସମ୍ପାଦକ । ଅଧିବେଶନ ପାଇଁ ଯେଉଁ ସ୍ୱେଚ୍ଛା ସେବକବାହିନୀ ଗଠିତ ହେଲା ତା’ର ମୁଖ୍ୟ ହେଲେ ଡଃ. ହରେକୃଷ୍ଣ ମହତାବ । ଅଭ୍ୟର୍ଥନା କମିଟିର ସଭ୍ୟ ସଂଗ୍ରହ ସାଙ୍ଗେ ସାଙ୍ଗେ ସ୍ୱେଚ୍ଛାସେବକ ବାହିନୀଙ୍କୁ ଶ୍ରୀମତୀ ମାଳତୀ ଦେବୀ ଓ ନବକୃଷ୍ଣ ଚୌଧୁରୀ ପ୍ରମୁଖ ତାଲିମ ଦେବା କାର୍ଯ୍ୟରେ ଲାଗିଥିଲେ । ସେବାଦଳ ଶିବିର ଗୁଡ଼ିକ ଶୃଙ୍ଖଳା, ସମୟାନୁବର୍ତ୍ତିତା ଓ ସଂଯମ ଶିକ୍ଷାର କେନ୍ଦ୍ର ସ୍ୱରୂପ ଥିଲା ।
ଓଡ଼ିଶାରେ କଂଗ୍ରେସ ଅଧିବେଶନ ପାଇଁ ଆୟୋଜନ
ଲେଖିଛନ୍ତି
ଅଭ୍ୟର୍ଥନା କମିଟିର ସଭ୍ୟ ସଂଗ୍ରହ ସାଙ୍ଗେ ସାଙ୍ଗେ ସ୍ୱେଚ୍ଛାସେବକ ବାହିନୀଙ୍କୁ ଶ୍ରୀମତୀ ମାଳତୀ ଦେବୀ ଓ ନବକୃଷ୍ଣ ଚୌଧୁରୀ ପ୍ରମୁଖ ତାଲିମ ଦେବା କାର୍ଯ୍ୟରେ ଲାଗିଥିଲେ ।
ଓଡ଼ିଶାରେ କଂଗ୍ରେସ ଅଧିବେଶନ ପାଇଁ ଆୟୋଜନ