ଅନିଳରେ ଆଚ୍ଛାଦିତ ସାତରଙ୍ଗ ତରଙ୍ଗରେ…
ବିଜୁଳି ର ଝକମକ ଝଲକ ର ଚମକରେ..
ଆକାଶ ର ଘନୀଭୂତ ଘଡଘଡି ଗର୍ଜନରେ..
ପବନ ର ରୁଣୁଝୁଣୁ ଝଙ୍କାର ରେ ..
ମୟୁର ନୃତ୍ୟ ର ମୂର୍ଚ୍ଛନା ର ଛାନ୍ଦ ରେ..
ଶ୍ରାବଣ ର ଝିପିଝିପି ବରଷା ର ଧାରା ରେ..
ଶ୍ରାବଣୀ ଚୁମ୍ବନ ର ସଂସ୍ପର୍ଶ ରେ..
ଶୁଷ୍କ ଆଦ୍ର ତୃଷ୍ଣା ପୃଥିବୀ,
ରିମ୍ଝିମ୍ ର ସମୋହେ ଧରା ବାରିଧି
ପ୍ରକୃତି ର ଅପୂର୍ବ ପ୍ରିୟା ରୁପସୀ
ଚିରନ୍ତନ ସତ୍ୟ ପ୍ରୀୟ ପ୍ରେୟସୀ ।
ଋତୁରାଣୀ…
ଲେଖିଛନ୍ତି
ଅନିଳରେ ଆଚ୍ଛାଦିତ ସାତରଙ୍ଗ ତରଙ୍ଗରେ…
ବିଜୁଳି ର ଝକମକ ଝଲକ ର ଚମକରେ..
