କବିତା

କାଶତଣ୍ଡୀ ର’ ହସ

Ashutosh Meher's odia poem Kaashatandi Ra Hasa

ବାଲିର ଟାପୁ
ଚହଲା ପାଣି
ଚାଷ ଖେତ ହିଡ;
କିଛିରେ ତା’
ଫରକ ପଡେନା ।।

କାଶତଣ୍ଡୀ ର' ହସ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

କାଶତଣ୍ଡୀ
ପବନରେ ହଲିହଲି
ଏମିତି ହସୁଥାଏ,
ଓ
ସୁଖବାଣ୍ଟୁ ଥାଏ ।।

ବାଲିର ଟାପୁ
ଚହଲା ପାଣି
ଚାଷ ଖେତ ହିଡ;
କିଛିରେ ତା’
ଫରକ ପଡେନା ।।

ସେ ସମ୍‌ଗୁଲରେ
ଝୁଲୁଥାଏ ହସୁଥାଏ
ଜୀବନର
ମଜାନେଉଥାଏ !!!

ଆମେ ସମସ୍ତେ
ମଣିଷ,
କାଶତଣ୍ଡୀରୁ
କିଛି ଏଇମିତି
ବଞ୍ଚିବାର କଳା
ଶିଖନ୍ତେ ନାହିଁ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top