ଅପାରଗ ଅଣପୁରୁଷା ବି
ଚଳମାନ ଈଶ୍ୱର ।
ମିଛ
ସୁସ୍ଥ ସମ୍ପର୍କର
ଆଣ୍ଟିବାୟୋଟିକ ।
ଅର୍ଥ ହିଁ ସବୁର
ଅର୍ଥ ।
ମନ କେନଭାସ ରେ
ଶିଳ୍ପର ପରିଚୟ
ଦେହ ମାନଚିତ୍ରରେ
ଅକ୍ଷାଂଶ ଆଉ ଦ୍ରାଘିମା ।
ଜଣଙ୍କ ପାଇଁ
ଆର ଜଣେ
ଆଲୋକ ଦେଇ ସରୁଥିବା
ମହମବତୀ
କିମ୍ବା ସୁଗନ୍ଧ ଭରି
ଜଳି ଜଳି ସରୁଥିବା
ଧୂପକାଠି ।
ମିଛ
ସୁସ୍ଥ ସମ୍ପର୍କର
ଆଣ୍ଟିବାୟୋଟିକ ।
ଅପାରଗ ଅଣପୁରୁଷା ବି
ଚଳମାନ ଈଶ୍ୱର ।
ମିଛ
ସୁସ୍ଥ ସମ୍ପର୍କର
ଆଣ୍ଟିବାୟୋଟିକ ।
ଅର୍ଥ ହିଁ ସବୁର
ଅର୍ଥ ।
ମନ କେନଭାସ ରେ
ଶିଳ୍ପର ପରିଚୟ
ଦେହ ମାନଚିତ୍ରରେ
ଅକ୍ଷାଂଶ ଆଉ ଦ୍ରାଘିମା ।
ଜଣଙ୍କ ପାଇଁ
ଆର ଜଣେ
ଆଲୋକ ଦେଇ ସରୁଥିବା
ମହମବତୀ
କିମ୍ବା ସୁଗନ୍ଧ ଭରି
ଜଳି ଜଳି ସରୁଥିବା
ଧୂପକାଠି ।