ଶ୍ରୀ ଯଚିନ୍ଦ୍ର କୁମାର ରାଉତ

ଶ୍ରୀ ଯଚିନ୍ଦ୍ର କୁମାର ରାଉତ

ଠିକଣା- ଅଧ୍ୟାପକ ଇଂରାଜୀ ବିଭାଗ, କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ, କେନ୍ଦ୍ରାପଡ଼ା । ଉତ୍ତର ଆଧୁନିକ ଓଡ଼ିଆ କବିତା ଜଗତରେ ଶ୍ରୀ ରାଉତ ଜଣେ ଲବ୍‌ଧପ୍ରତିଷ୍ଠ କବି । ସାମାଜିକ ବାସ୍ତବତାକୁ କେନ୍ଦ୍ରକରି ତାଙ୍କ କବିତା ଗଢ଼ି ଉଠିଛି । ନୂତନ କାବ୍ୟଭାଷାର ସୂଷ୍ମ କାରିଗରୀ ଓ ବିମ୍ୱପ୍ରୟୋଗ କୁଶଳତା ହିଁ ତାଙ୍କୁ ସ୍ୱତନ୍ତ୍ର କରି ଚିହ୍ନେଇ ଦିଏ ।

Posts By ଶ୍ରୀ ଯଚିନ୍ଦ୍ର କୁମାର ରାଉତ

More Posts
To Top