ଗଛଟେ ଲଗେଇବା
ଭାରି ଇଚ୍ଛା ମୋର
ପରିବେଶ ପାଇଁ
ମୁଁ ତ ରହୁଛି
ଆପାର୍ଟମେଣ୍ଟରେ
ମାଟି କାହିଁ !
ସୂର୍ଯ୍ୟାସ୍ତ ଦେଖିବା
ଭାରି ଇଚ୍ଛା ମୋର
ମନ ଖୁସି ପାଇଁ
ମୁଁ ତ ନିଜକୁ
ବନ୍ଧା ପକେଇଛି
ସମୟ କାହିଁ ?
ସୂର୍ଯ୍ୟାସ୍ତ ଦେଖିବା
ଭାରି ଇଚ୍ଛା ମୋର
ମନ ଖୁସି ପାଇଁ
ଗଛଟେ ଲଗେଇବା
ଭାରି ଇଚ୍ଛା ମୋର
ପରିବେଶ ପାଇଁ
ମୁଁ ତ ରହୁଛି
ଆପାର୍ଟମେଣ୍ଟରେ
ମାଟି କାହିଁ !
ସୂର୍ଯ୍ୟାସ୍ତ ଦେଖିବା
ଭାରି ଇଚ୍ଛା ମୋର
ମନ ଖୁସି ପାଇଁ
ମୁଁ ତ ନିଜକୁ
ବନ୍ଧା ପକେଇଛି
ସମୟ କାହିଁ ?