ଅସୀମ ମୁକ୍ତିର ଆନନ୍ଦେ
ଘୁରି ବୁଲୁଥାଏ ସବୁଠି
ମନର ଇସାରାରେ
ଦରକାର ନାହିଁ
ଜାଣିବାରେ
ତାରବାଡ଼ର ସୀମା
ବୁଲେଟ୍ ପ୍ରହରା
କଟକଣା କି
ନେତାନୀତିର ଖେଳ ।
ମନ ଆଉ ଦେହ ଭିତରେ
ନାହିଁ ଅନ୍ତର
କିଛିର ବି ପାଚେରୀ
କରିପାରିନି ନିଜକୁ ଦିଫାଳ ।
ମନ ଆଉ ଦେହ ଭିତରେ
ନାହିଁ ଅନ୍ତର
କିଛିର ବି ପାଚେରୀ
କରିପାରିନି ନିଜକୁ ଦିଫାଳ ।
ଅସୀମ ମୁକ୍ତିର ଆନନ୍ଦେ
ଘୁରି ବୁଲୁଥାଏ ସବୁଠି
ମନର ଇସାରାରେ
ଦରକାର ନାହିଁ
ଜାଣିବାରେ
ତାରବାଡ଼ର ସୀମା
ବୁଲେଟ୍ ପ୍ରହରା
କଟକଣା କି
ନେତାନୀତିର ଖେଳ ।
ମନ ଆଉ ଦେହ ଭିତରେ
ନାହିଁ ଅନ୍ତର
କିଛିର ବି ପାଚେରୀ
କରିପାରିନି ନିଜକୁ ଦିଫାଳ ।