କବିତା

କେମିତି ବର୍ଣ୍ଣିବି ମୁହିଁ ?

Biswajeebana Mishra's odia poem Kemiti Barnnibi Muhin

ସବୁ ହୃଦୟରେ ସବୁ ସ୍ୱରୂପରେ
ସମ ଭାବେ ପୁରି ଥାଇ
କେମିତି ବର୍ଣ୍ଣିବି ଶବ୍ଦ, ରୂପ ଧରି

କେମିତି ବର୍ଣ୍ଣିବି ମୁହିଁ ?
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସବୁ ହୃଦୟରେ ସବୁ ସ୍ୱରୂପରେ
ସମ ଭାବେ ପୁରି ଥାଇ

କେମିତି ବର୍ଣ୍ଣିବି ଶବ୍ଦ, ରୂପ ଧରି
ଅନନ୍ତ ମୂରତି ସେହି

ଯୁଆଡେ ଯାଏ ମୁଁ, ସିଆଡେ ଶୁଣେ ମୁଁ
ତାଙ୍କରି ମଧୁର ସ୍ୱର

ଅସୀମ ଆନନ୍ଦେ ହଜି ଯାଏ ମୁହିଁ
ସବୁ ଲାଗେ ଆପଣାର…

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top