ଫିଟିପଡ଼େ କେରି କେରି
କା କୃଷ୍ଣ କବରୀ
ଟୁପ୍ଟାପ୍ ଶବ୍ଦ କଢ଼ି
ଫୁଲ ଆଉ ପକ୍ଷୀଙ୍କ କାକଳି
ଶ୍ରାବଣୀର ଅଶ୍ରୁବାହେ ଜଗତ ନଉକା
ମାନସୀ ଗୋ
ତମ ପାଇଁ ଆଙ୍କେ ମୁଁ ଯେ
ଏକା ଏକା ନିରବ ପ୍ରତୀକ୍ଷା !
ବର୍ଷା ଆସିଲେ
ଲେଖିଛନ୍ତି
ଟୁପ୍ଟାପ୍ ଶବ୍ଦ କଢ଼ି
ଫୁଲ ଆଉ ପକ୍ଷୀଙ୍କ କାକଳି
