କବିତା

ମା’

Birendra Pradhan's odia poem Maa

ସନ୍ତାନ ଦୀପର ତୁମେ ସଳିତା
ନିଜେ ଜଳି ଜଳି ଦିଅ ଆମକୁ ଶୀତଳତା
ଥାଉ ପଛେ କଷ୍ଟ ଥାଉ ଯେତେ ଯନ୍ତ୍ରଣା
ତଥାପି ତୁମ କର୍ମଠ ଶରୀର ଥକେନା ।।

ମା’
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ସ୍ନେହର ପୂର୍ଣ୍ଣର୍ଗଭା ତୁମେ ମା’
ତୁମ ସମକେ ନାହିତୁଳନା
ଅତୁଳନୀୟ ତୁମ ଅବଦାନ
ଜୀର୍ଣ୍ଣ ଶରୀରେ ଦେଇଛ ଜୀବନ ।।

ସନ୍ତାନ ଦୀପର ତୁମେ ସଳିତା
ନିଜେ ଜଳି ଜଳି ଦିଅ ଆମକୁ ଶୀତଳତା
ଥାଉ ପଛେ କଷ୍ଟ ଥାଉ ଯେତେ ଯନ୍ତ୍ରଣା
ତଥାପି ତୁମ କର୍ମଠ ଶରୀର ଥକେନା ।।

ତୁମ ପଣତ ମୋ ପାଇଁ ଶ୍ରୀମନ୍ଦିର ନେତ
ସବୁବେଳେ ଦିଏ ଆମକୁ ଆସିସ
ଝୁଣ୍ଟି ଗଲେ ଆପେ ଆପେ ଆସେ ଏକ ନାଁ
ସେ ହି ମୋ ସ୍ନେହର ପୂର୍ଣ୍ଣର୍ଗଭା ମା’।।

1 Comment

1 Comment

  1. pk

    March 3, 2018 at 8:00 am

    very nice

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top