କବିତା

ପ୍ରେମ କଏଦୀ

Birendra Kumar Pradhan's odia poem Prema Kaedi

ନା ଯିବି ନିର୍ଦୋଷରେ ଖଲାସ ହୋଇ
ଉଡିଜିବି ମୁକ୍ତ ପ୍ରେମ ପକ୍ଷୀଟିଏ ହୋଇ

ପ୍ରେମ କଏଦୀ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ତୁମ ହୃଦୟର କାରାଗାରରେ ବନ୍ଦୀ
ମୁଁ ଏକ କଏଦୀ…….
ଜଣେନୀ ମିଳିବ ମତେ ପାଶୀ ଦଣ୍ଡ
ଯେମିତି ପ୍ରେମରେ ଜୀବନ ଦେବାପାଇଁ
ନା ମିଳିବ ଆଜୀବନ କାରାଦଣ୍ଡ
ବଞ୍ଚିବାକୁ ହେବ ନିସଙ୍ଗ ଏକଲା ହୋଇ ।

ନା ଯିବି ନିର୍ଦୋଷରେ ଖଲାସ ହୋଇ
ଉଡିଜିବି ମୁକ୍ତ ପ୍ରେମ ପକ୍ଷୀଟିଏ ହୋଇ
ଜଣେନୀ କେବେ ତୁମ ହୃଦୟର
ନ୍ୟାଳୟ ଦେବ ମତେ ନ୍ୟାୟ
ତଥାପି ଅପେକ୍ଷା କରିଛି
ସତେ ଅବା ପ୍ରେମ କଏଦୀ ହୋଇ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top