ଲଗଂଳରେ ଚଷି ଅବନୀ ଗର୍ଭକୁ ମଞ୍ଜି ବୁଣା କରେ ପ୍ରାରମ୍ଭ ।
ମୋହ ମାୟା ଟାକୁ ଜାଣିଯିବା ପରେ ଶ୍ରୀଚରଣେ ମନ ଥୋଇଦେଇଛି ।
ଧ୍ୱଂସ ହୋଇଯାଉ ଏ ବିକୃତ ପ୍ରାୟ କାମନା ବାସନାର ସଂସାର ଟା । ଗଢିଉଠୁ ନୂଆ ଏକ ମାନବ ସଭ୍ୟତା । ଯାହା ଅସଭ୍ୟତା, ଅବିବେକିତା, ଅମାନୁଷିକତା ଆଉ ପାଶବିକତା...
ମୁଁ ବି ମଣିଷଟିଏ, ଅନେକ ଆଶା ଆକାଂକ୍ଷା ନେଇ ଯାଏଁ ଶାଶୁ ଘରକୁ ଜୀବନର ଅଠର, କୋଡିଏ ବର୍ଷ ଅତିକ୍ରାନ୍ତ କରି ଯାଏଁ ନୂଆଁ ଏକ ପରିବେଶକୁ ।
ତେଣୁକରି ଜୀବେ ଦେବଙ୍କୁ ଡରି ଜୀବନ ନିର୍ବାହ ଧରମ କରି ।। ଯେବେ ତୁମେ ଏହି ପରି କରିବ ମୃତ୍ୟୁ ପରେ ବଇକୁଣ୍ଠ ଲଭିବ ।।
ଜୀବନଟା ନ ଲାଗେ ସୁନ୍ଦର ଯା ହୃଦେ ନ ଥାଏ ଟି ପ୍ରେମ ଅଢେଇ ଅକ୍ଷରରେ ଗଢ଼ା ଏ ବାନ୍ଧି ରଖେ ସ୍ନେହ ବନ୍ଧନ ।।
ମୋ ରାବକୁ ଶୁଣି ଶୀଘ୍ର ଉଠିବ ଏହି ଚିନ୍ତା କରି ମନେ ସ୍ଵରଟି ମୋହର ହେଲା ଶ୍ରୁତିକଟୁ ଠାକୁରଙ୍କ ବରଦାନେ ।
କଥାରେ ସେ ମହାବଳି ସଂସାର ରଥକୁ କୁ ଭାବେ ସେ କଲି(କଢ) ତା'ସମୟ ଚକେ ହୋଇବ ଦଳି । ମନେ ମନେ ହୁଅ ଭାଳି ସିଏ ତ ପାଇବ ତା...
ଶେଷରେ ବନ୍ଧନ ଫିଟିଗଲା ଯେବେ ସତ ହେଲା ପରିଷ୍କାର ମିଛ କୁ ଦୁନିଆଁ ଦଣ୍ଡ ଦେଉଅଛି କରି କେତେ ତିରସ୍କାର ।
ଏହିଭଳି ଲୋକ ଦେଶକୁ ବିପଦ ଅଶାନ୍ତ କରନ୍ତି ସଭିଙ୍କୁ ଜନତାଙ୍କୁ କରି ଦେଶର ଦରିଦ୍ର ସଜାନ୍ତି କୁବେର ନିଜକୁ ।
ପୁଣି ମୋ ଠି ଅଛି ଔଷଧ ଗୁଣ ଜାଣ ନାହିଁ ଯଦି ବିଜ୍ଞଠୁ ଶୁଣ ।
ସନ୍ତସନ୍ତିଆ ଜାଗାକୁ ଦେଖି ସେଇଠି ସିଏ ରୁହେ ପୋକ,ମଇଳା ଏସବୁ ଖାଇ ଆରାମରେ ସେ ଥାଏ ।
ନିରଳଶ ଭାବେ ଝର ଝର ଝରେ ଝରଣା ଟିଏ ଧୀର ମୃଦୁ ଧାରେ କଳ କଳ ନାଦେ ଝରୁଛି ସିଏ ।
ଜ୍ଞାନ ପାଇଁ ଫୁଲ ପରି ବାସ କୁ ବିତରି ସଭିଏଁ ହେବାରେ ଆମେ ପ୍ରିୟ ଯେ ସବୁରି ।
ବାରବାର କରି ଏହି କଥା କୁହେ ତାହାରି କଥା ତ ଆଦୌ ମିଛ ନୁହେଁ ।
ଅନୁରୋଧ କରେ କି, ହେ ମାନବ ସମାଜ ହୋଇ ସଚେତନ ତ୍ୟାଗକର ଗଛ କାଟିବା । କାରଣ ମାନବ ସତ୍ତା ତେତେ ସମ୍ଭବ ଯେତେ ଆମେ ବୃକ୍ଷ ଲଗାଇବା ।
ନେଇ ଆସିଥାଅ ଅନେକ ଅଳସ ଭେଟି ଦେବାକୁ ଦିବା ହେଉ ଅବା ରାତିରେ କିନ୍ତୁ ଫେରିବା ବେଳେ ନେଇ ଚାଲିଯାଅ ଧରାର ସବୁ କ୍ଳାନ୍ତି ନିଜ ସାଥିରେ ।
ପରଶ୍ରୀକାତର ଯେବେ ହେବ ତୁମ୍ଭେ ପାଇବ ନାନାଦି ଦୁଃଖ ଭଲ ଚିନ୍ତା କରି ପରିଶ୍ରମ କଲେ ନିଶ୍ଚିନ୍ତ ପାଇବ ସୁଖ ।
ବରଷା ରାଣୀ ଲୋ ବରଷା ରାଣୀ ମୋ ମନରେ ଥିବା କଥାକୁ ଜାଣି ଯାଆ ଲୋ ବରଷି ଯା ଉଛୁଳି ପଡୁ ଲୋ ନଈ ପୋଖରୀ ବର୍ଷା ନେଇ ତୁ...
ହୋଇପାରେ ନର ବଡ଼ ବୁଦ୍ଧିବନ୍ତ ହୋଇପାରେ ଜୀବ ଶ୍ରେଷ୍ଠ ହେଲେ ସମୟଟା ମାନେ ନି କା କଥା କଲେ ଯେତେ ଯା' ଆକଟ ।
ଯଦି ଋତୁ ବଦଳିଲା ପରି ଜୀବନଟା ବଦଳୁଥାନ୍ତା ତେବେ ବୋଧେ କଷ୍ଟର ଅନୁଭୂତି ଟିକେ କମି ଯାଆନ୍ତା ।
ଫଳ ଥିବା ଗଛ ମୁଣ୍ଡ ନୁଆଁଇ କହୁଛି କଥା ଜ୍ଞାନୀ ଗୁଣୀ ଲୋକେ ବିନମ୍ର ଭାବେ ନୁଆଁନ୍ତି ମଥା ।
ଷାଠିଏ ପଉଠି ନିତି ରନ୍ଧା ହୁଏ ତୁମରି ବଡ ଦେଉଳେ ଶବରୀ ଅଇଁଠା ଖିଆ ନାମ ଟାକୁ କିଆଁ ବିଶ୍ୱ ଏଠି ବୋଲେ ?
ଏତେ ଭିନ୍ନ ଭିନ୍ନ ଗୁଣ ଅଛି ଜାଣ ଭିନ୍ନରେ ଏକତା ଦେଖ ଆମ ମନ ।
ଶିକ୍ଷାର୍ଥୀ ମାନଙ୍କୁ ଗଢ଼ି ତୋଳେ ସିଏ ଜୀବନ ବଞ୍ଚିବା ରାହାଟି ଦେଖାଏ ।
ନିରଳଶ ହୋଇ ତୁମେ କର ତୁମ କାମ ପର-ଉପକାର ମନ୍ତ୍ର ସବୁଠୁ ଉତ୍ତମ ।
ନର ଜୀବନରେ ସଦାବେଳେ ଭାବେ ଏକା ଅଛି ସିଏ ଦୁଃଖେ ଅନ୍ୟ କୁ ଭଲରେ ଦେଖିଲେ ଜାଣିବ କେହି ନାହିଁ ଏଠି ସୁଖେ ।
ଭାଇ ଭଉଣୀଏ ଆସ ଆସ ମୋର କରିବା ଶପଥ ଏକାଠି ଦେଶ ମାଁକୁ ନେଇ ଗର୍ବ କରିବାରେ ରହିଲେ ବି ଯିଏ ଯେଉଁଠି ।
ପୁଣି କେତେବେଳେ କଳୁଷିତ କରେ ଲେଖାଟିରେ ଭରି ଦ୍ୱିଅର୍ଥ ପାଠକ ପଢ଼ି ଦ୍ୱନ୍ଦରେ ପଡେ ସ୍ରଷ୍ଟାର ଅଛି ଏଠି କି' ସ୍ଵାର୍ଥ ?
ହଠାତ୍ ବୁଢ଼ା ଲୋକଟିଏ କାନ୍ଦି କାନ୍ଦି ସେଠାକୁ ଆସିଲା । ବାରମ୍ୱାର ସମସ୍ତଙ୍କୁ ଗୁହାରୀ କରୁଥିଲା ।
ପାଠ ପଢ଼ିବାକୁ ନାହିଁ ମୋ ମନ ଶ୍ରେଣୀ କୋଠରୀରେ ମୋ କି କାମ ।
ଦଣ୍ଡ ମୁକ୍ତ ବୋଲି ହୋଇଛି ଲେଖା ନାଚି ଖେଳି ଆମେ ପାଉଁଟି ଶିକ୍ଷା ।
ଦରକାର ହେଲେ ଆଙ୍ଗୁଠି ବଢ଼େଇ ଦିଏ । ତା'ର ପୁଅ ମଧ୍ୟ କଷ୍ଟେ ମଷ୍ଟେ ତୃତୀୟ ଶ୍ରେଣୀ ଯାଏ ପଢ଼ିଥାଏ । ମଙ୍ଗଳୁର ଜମିବାଡ଼ି କିଛି ଥାଏ । ସେଥିଲାଗି...
ସଦାବେଳେ ଭଲ ଆଚରଣ କରି ସତ୍ୟ ବଚନ ହିଁ କହିବା ନାରୀଙ୍କୁ ଉଚିତ ସମ୍ମାନ ଦେଇକି ରାମ ରାଜ୍ୟ ଆମେ ଗଢ଼ିବା ।
ପିଲାମାନେ ଉତ୍ତର ଦେଲେ । ଡାକ୍ତର, ଇଂଜିନିୟର୍, କଲେକ୍ଟର । ଏମିତି କେତେ କ'ଣ !
ନିଦାଘ ପଛରେ ଓହ୍ଲାଉଛୁ ତୁହି ବରଷାରାଣୀ ତୋ ନାମ ନୂତନ ସର୍ଜନା କରିବାକୁ ଆଗୋ ମଣିଥାଉ ନିଜ କାମ ।
ପାଠ ପଢ଼ିବାକୁ ଲାଗେ ଭାରି ମଜା ଅ, ଆ, ଇ, ଈ ବେଗେ ଆସ ତୁମେ ବିଦ୍ୟାଳୟ ଯିବା ଆମେରେ ଭଉଣୀ, ଭାଇ ।
ଆପଣଙ୍କ ମତାମତ