କବିତା

ସମ୍ପର୍କ ଡୋରି

Deepak Baral's odia poem Samparka Dori

ତୋ ବିନା ଯୋଗୀ ମୋ ରାତି
ଦିନ ମୋ ମରୁବାଲି
ଖୋଜେ ଏ ମନ ସବୁ ପ୍ରହର

ସମ୍ପର୍କ ଡୋରି

ବଢି ଯାଇଛି ଦୂରତା ହେଲେ
ସ୍ମୃତି ତ କମି ନାହିଁ
ସ୍ୱପ୍ନ ତ ଆସିଛି ଚାଲି ଚାଲି
ହେଲେ ନିଦ ତ ଆସୁନାହିଁ
ନିଶ୍ୱାସେ ମୋ ଲଗେଇ ତାଲା
ଯାଇଛି କି ସେ ଭୁଲି ?

ତୋ ବିନା ଯୋଗୀ ମୋ ରାତି
ଦିନ ମୋ ମରୁବାଲି
ଖୋଜେ ଏ ମନ ସବୁ ପ୍ରହର
ପାଏନା ତୋ ଖବର
ଖୋଲି ଦେ ମୋ ନିଶ୍ୱାସ ରୁ ବେଡି
ଛିଡି ଗଲା କି ଏ ସମ୍ପର୍କ ଡୋରି ?

ଲୋକପ୍ରିୟ ଲେଖା

To Top