ଭଙ୍ଗୀ ଯୁକ୍ତ ମୂର୍ତ୍ତି ଟିଏ ସେ ଅଳସୀ ନାୟିକା
ଚଞ୍ଚଳ ଭାଗିରଥି ରେ ମିଶୁଥିବା ଶାନ୍ତ ଅଳକା
ପୁଣ୍ୟାଶ୍ଳୋକା ସେ ସ୍ୱାସ୍ତିକା
ଏକ ସୁନ୍ଦର ଉପତ୍ୟକା , ସେ ଉତ୍କଳିକା
ମାଳବିକା, ସେ ମଲ୍ଲିକା
ସେ ରଶ୍ମିକା, ସେ ଦୀପିକା
ସେ ସୁନ୍ଦରୀ ଆଶୋକା, ସେ ସରଳ ଉପସ୍ଥାପିକା
ସେ ଲିପିକା, ସେ ସମାପିକା
ସେ ଅଦ୍ରିକା, ସେ ହଂସିକା
ଗୁଣୁ ଗୁଣୁ ଗାୟିକା, ଅସ୍ପଷ୍ଟ ନିହାରିକା
ସେ ଅନାମିକା, ସେ ଉପାନ୍ତିକା
ଅନାମିକା ଉପାନ୍ତିକା
ଲେଖିଛନ୍ତି
ଗୁଣୁ ଗୁଣୁ ଗାୟିକା, ଅସ୍ପଷ୍ଟ ନିହାରିକା
ସେ ଅନାମିକା, ସେ ଉପାନ୍ତିକା
