କବିତା

ତୁମେ

Navajyoti Rai's odia poem Tume

ତୁମ ପ୍ରେମ ଫଲ୍‌ଗୁ ପ୍ରବାହିତ ହୋଇ
ଭିଜେଇ ଦିଏ ମୋ ହୃଦୟ ଗାତ୍ର
ପ୍ରିୟତମ ମୋର ତୁମ ପ୍ରେମ ବିନା
ସଂସାରେ ଆଉ କିଛି ତ ନାହିଁ

ତୁମେ
ଆପଣଙ୍କ ବ୍ରାଉଜରରେ ଏହି ସୁବିଧା ଉପଲବ୍ଧ ନାହିଁ।

ଦେଇନାହିଁ ବୋଲି କେମିତି କହିବି
ଭରିଅଛ ମୋର ଜୀବନ ପାତ୍ର
ତୁମ ପ୍ରେମ ଫଲ୍‌ଗୁ ପ୍ରବାହିତ ହୋଇ
ଭିଜେଇ ଦିଏ ମୋ ହୃଦୟ ଗାତ୍ର
ପ୍ରିୟତମ ମୋର ତୁମ ପ୍ରେମ ବିନା
ସଂସାରେ ଆଉ କିଛି ତ ନାହିଁ
ଜୀବନ ମୋର ଖାଲି ତୁମେମୟ
ତୁମକୁ ଭୁଲିଲେ ଜୀବନ କାହିଁ !

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top